|
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ଏବଂ ବଲିଉଡର ସମ୍ରାଟ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ପତ୍ନୀ।
ସେମାନଙ୍କର ଏକ ସୁନ୍ଦର ପୁତ୍ର ମଧ୍ୟ ଅଛନ୍ତି ଯାହାଙ୍କ ନାଁ ଆରାଧ୍ୟା ଅଟେ । ଐଶ୍ୱର୍ଯ୍ୟା ଅଧିକାଂଶ ସମୟରେ ଅଭିଷେକ ଏବଂ ଆରାଧ୍ୟାଙ୍କ ସହିତ ନଜର ଆସିଛନ୍ତି । କିନ୍ତୁ ଆଜିକାଲି ଐଶ୍ୱର୍ଯ୍ୟା ରାୟଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୋସିଆଲ ମିଡ଼ିଆରେ ଜଣେ ଝିଅ ଐଶ୍ୱର୍ଯ୍ୟାଙ୍କ ଫିଲ୍ମର ଗୀତରେ ନାଚିବା ଏବଂ ଲିପ୍ସିଂ କରୁଥିବା ନଜର ଆସିଛନ୍ତି । ବାସ୍ତବରେ ଏହି ଝିଅଟି ଐଶ୍ୱର୍ଯ୍ୟା ରାୟଙ୍କ ଭଳି ଦେଖାଯାଉଛନ୍ତି । ଲୋକମାନେ ମଧ୍ୟ ଏହି ଝିଅଟିର ଭିଡ଼ିଓ ଦେଖି ସମ୍ପୁର୍ଣ୍ଣ ଭାବେ ଆଶ୍ଚାର୍ଯ୍ୟ ହୋଇଯାଇଛନ୍ତି ।
ଏହି ଝିଅଟିର ନାମ ହେଉଛି ଅଶିତା ରାଠୋର । ଇନଷ୍ଟାଗ୍ରାମରେ ସେ ପ୍ରାୟତ ଐଶ୍ୱର୍ଯ୍ୟା ରାୟଙ୍କ ହିଟ୍ ଗୀତରେ ଭିଡିଓ ପ୍ରସ୍ତୁତ କରିଛନ୍ତି । ଗୀତରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ଗୀତ 'ମେରେ ଦିଲ୍ କୋ ୟେ କିଆ ହୋ ଗୟା View this post on Instagram A post shared by Aashita Singh (@aashitarathore) family:AkrutiOriAshok-99;mso-bidi-font-family:Kalinga">'ରେ ଲିପିଂ ଏବଂ ଅଭିନୟ କରୁଥିବା ନଜର ଆସିଛନ୍ତି। ଅନ୍ୟ ଏକ ଭିଡିଓରେ ଐଶ୍ୱର୍ଯ୍ୟାଙ୍କ 'ତେରୀ ରହୋନ୍ ମେନ୍ ହେଁ' ଗୀତରେ ମଧ୍ୟ ଲିପ୍ସିଂ କରିଥିବାର ନଜର ଆସିଛନ୍ତି। ଅଶିତାଙ୍କ ଏହି ସମସ୍ତ ଗୀତ ଓ ନାଚକୁ ୟୁଜର୍ସ ମାନେ ଖୁବ୍ ଭଲ ଭାବରେ ପସନ୍ଦ କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ତ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଆଶ୍ଚାର୍ଯ୍ୟ ପ୍ରକଟ କରିଛନ୍ତି ଯେ କେହି ଜଣେ କିପରି ଏତେ ସମାନ ହୋଇପାରିବେ । କହିବାକୁ ଗଲେ ତାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ମଧ୍ୟ ୬୭ଲକ୍ଷରୁ ଅଧିକ ରହିଛି । View this post on Instagram A post shared by Aashita Singh (@aashitarathore) ଖବର ଓଡ଼ିଶା 12/05/2022 Reporter Tags: Facebook Tweets by Khabar Odisha “କିସ୍ କଲେ କାଟିଦେବି ଓଠ”,ଝିଅ ସୁହାନାଙ୍କ ବୟଫ୍ରେଣ୍ଡ ଉପରେ କିଛି ଏପରି ମନ୍ତବ୍ୟ ଦେଲେ ଶାହାରୁଖ ଖାନ ଖବର ଓଡ଼ିଶା 22/05/2022 ବଲିଉଡ ଗାୟିକା କନିକା-ବ୍ୟବସାୟୀ ଗୌତମ ବିବାହ ବନ୍ଧନରେ ବାନ୍ଧିହେଲେ, ଫଟୋ ଭାଇରାଲ ଖବର ଓଡ଼ିଶା 21/05/2022 ରାଖୀ ସାୱନ୍ତଙ୍କୁ ପସନ୍ଦ କରୁନାହାନ୍ତି ବୟଫ୍ରେଣ୍ଡଙ୍କ ପରିବାର ଲୋକ, ନିଜକୁ ବଦଳାଇବାକୁ ପ୍ରସ୍ତୁତ ରାଖୀ ଖବର ଓଡ଼ିଶା 19/05/2022 କାନ୍ସ ଫିଲ୍ମ ଫେଷ୍ଟିଭାଲ: ଆଜି ଆର ମାଧବନ୍ଙ୍କ ‘ରକେଟ୍ରି: ଦ ନମ୍ବୀ ଇଫେକ୍ଟ’ର ପ୍ରୀମିୟର ଖବର ଓଡ଼ିଶା 19/05/2022 ଆମକୁ ଏହି ସମୟରେ ନୂଆ ଚାର୍ଲି ଚାପଲିନ୍ର ଆବଶ୍ୟକତା ଅଛି: କାନ୍ସରେ ଜେଲେନ୍ସ୍କି ଖବର ଓଡ଼ିଶା 18/05/2022 କାନ୍ସ-୨୦୨୨: ଭାରତକୁ ମିଳିବ ‘କଣ୍ଟ୍ରି ଅଫ୍ ଅନର’ ସମ୍ମାନ, ସମାରୋହକୁ ପହଞ୍ଚିଲେ ବଲିଉଡ୍ ତାରକା ଖବର ଓଡ଼ିଶା 18/05/2022 ପ୍ଲାଷ୍ଟିକ ସର୍ଜରୀ କରାଇବା ପଡିଲା ମହଙ୍ଗା, ପ୍ରାଣ ହରାଇଲେ କନ୍ନଡ ଅଭିନେତ୍ରୀ ଖବର ଓଡ଼ିଶା 17/05/2022 କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଦେଖାଯିବ ଏହି ଭାରତୀୟ ଫିଲ୍ମ, ଆର ମାଧବନଙ୍କ ଠାରୁ ହେଲି ଶାହ ପର୍ଯ୍ୟନ୍ତ ନାମ ସାମିଲ ଖବର ଓଡ଼ିଶା 17/05/2022 ଟ୍ରୋଲରମାନଙ୍କୁ ମୁହଁତୋଡ଼୍ ଜବାବ୍ ଦେଲେ ଇରା ଖାନ,ପୁଣି ସେୟାର କଲେ ଏହି ଫଟୋ ଖବର ଓଡ଼ିଶା 16/05/2022 ଅଭିନେତା ଅକ୍ଷୟ କୁମାର କରୋନା ପଜିଟିଭ୍, କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ରହିବେ ଅନୁପସ୍ଥିତ ଖବର ଓଡ଼ିଶା 15/05/2022 ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା, କହିଲେ- ବିକାଶ କରୁଛି ଉତ୍ତରପ୍ରଦେଶ ଖବର ଓଡ଼ିଶା 09/05/2022 ୧୦୦ ଦିନ ଡାକ୍ତରଖାନାରେ ରହିଲା ପରେ ପ୍ରଥମ ଥର ଘରକୁ ଆସିଲା ପ୍ରିୟଙ୍କା-ନିକ୍ଙ୍କ ଝିଅ ଖବର ଓଡ଼ିଶା 09/05/2022 Subscribe Email * National International State Sports Entertainment
A post shared by Aashita Singh (@aashitarathore)
ଅଶିତାଙ୍କ ଏହି ସମସ୍ତ ଗୀତ ଓ ନାଚକୁ ୟୁଜର୍ସ ମାନେ ଖୁବ୍ ଭଲ ଭାବରେ ପସନ୍ଦ କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଅବିକଳ ଐଶ୍ୱର୍ଯ୍ୟା ରାୟଙ୍କ ପରି ତ ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ଆଶ୍ଚାର୍ଯ୍ୟ ପ୍ରକଟ କରିଛନ୍ତି ଯେ କେହି ଜଣେ କିପରି ଏତେ ସମାନ ହୋଇପାରିବେ । କହିବାକୁ ଗଲେ ତାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ମଧ୍ୟ ୬୭ଲକ୍ଷରୁ ଅଧିକ ରହିଛି ।
View this post on Instagram A post shared by Aashita Singh (@aashitarathore) ଖବର ଓଡ଼ିଶା 12/05/2022 Reporter Tags: Facebook Tweets by Khabar Odisha “କିସ୍ କଲେ କାଟିଦେବି ଓଠ”,ଝିଅ ସୁହାନାଙ୍କ ବୟଫ୍ରେଣ୍ଡ ଉପରେ କିଛି ଏପରି ମନ୍ତବ୍ୟ ଦେଲେ ଶାହାରୁଖ ଖାନ ଖବର ଓଡ଼ିଶା 22/05/2022 ବଲିଉଡ ଗାୟିକା କନିକା-ବ୍ୟବସାୟୀ ଗୌତମ ବିବାହ ବନ୍ଧନରେ ବାନ୍ଧିହେଲେ, ଫଟୋ ଭାଇରାଲ ଖବର ଓଡ଼ିଶା 21/05/2022 ରାଖୀ ସାୱନ୍ତଙ୍କୁ ପସନ୍ଦ କରୁନାହାନ୍ତି ବୟଫ୍ରେଣ୍ଡଙ୍କ ପରିବାର ଲୋକ, ନିଜକୁ ବଦଳାଇବାକୁ ପ୍ରସ୍ତୁତ ରାଖୀ ଖବର ଓଡ଼ିଶା 19/05/2022 କାନ୍ସ ଫିଲ୍ମ ଫେଷ୍ଟିଭାଲ: ଆଜି ଆର ମାଧବନ୍ଙ୍କ ‘ରକେଟ୍ରି: ଦ ନମ୍ବୀ ଇଫେକ୍ଟ’ର ପ୍ରୀମିୟର ଖବର ଓଡ଼ିଶା 19/05/2022 ଆମକୁ ଏହି ସମୟରେ ନୂଆ ଚାର୍ଲି ଚାପଲିନ୍ର ଆବଶ୍ୟକତା ଅଛି: କାନ୍ସରେ ଜେଲେନ୍ସ୍କି ଖବର ଓଡ଼ିଶା 18/05/2022 କାନ୍ସ-୨୦୨୨: ଭାରତକୁ ମିଳିବ ‘କଣ୍ଟ୍ରି ଅଫ୍ ଅନର’ ସମ୍ମାନ, ସମାରୋହକୁ ପହଞ୍ଚିଲେ ବଲିଉଡ୍ ତାରକା ଖବର ଓଡ଼ିଶା 18/05/2022 ପ୍ଲାଷ୍ଟିକ ସର୍ଜରୀ କରାଇବା ପଡିଲା ମହଙ୍ଗା, ପ୍ରାଣ ହରାଇଲେ କନ୍ନଡ ଅଭିନେତ୍ରୀ ଖବର ଓଡ଼ିଶା 17/05/2022 କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଦେଖାଯିବ ଏହି ଭାରତୀୟ ଫିଲ୍ମ, ଆର ମାଧବନଙ୍କ ଠାରୁ ହେଲି ଶାହ ପର୍ଯ୍ୟନ୍ତ ନାମ ସାମିଲ ଖବର ଓଡ଼ିଶା 17/05/2022 ଟ୍ରୋଲରମାନଙ୍କୁ ମୁହଁତୋଡ଼୍ ଜବାବ୍ ଦେଲେ ଇରା ଖାନ,ପୁଣି ସେୟାର କଲେ ଏହି ଫଟୋ ଖବର ଓଡ଼ିଶା 16/05/2022 ଅଭିନେତା ଅକ୍ଷୟ କୁମାର କରୋନା ପଜିଟିଭ୍, କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ରହିବେ ଅନୁପସ୍ଥିତ ଖବର ଓଡ଼ିଶା 15/05/2022 ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା, କହିଲେ- ବିକାଶ କରୁଛି ଉତ୍ତରପ୍ରଦେଶ ଖବର ଓଡ଼ିଶା 09/05/2022 ୧୦୦ ଦିନ ଡାକ୍ତରଖାନାରେ ରହିଲା ପରେ ପ୍ରଥମ ଥର ଘରକୁ ଆସିଲା ପ୍ରିୟଙ୍କା-ନିକ୍ଙ୍କ ଝିଅ ଖବର ଓଡ଼ିଶା 09/05/2022 Subscribe Email * National International State Sports Entertainment
Facebook
Email *
National International State Sports Entertainment