ଜୁଲାଇ ୧ରୁ ଆପଣଙ୍କ ଜୀବନରେ ଆସିବ ୧୦ ବଡ଼ ପରିବର୍ତ୍ତନ, ବ୍ୟାଙ୍କିଙ୍ଗ ସେବା-କାର ହେବ ମହଙ୍ଗା
Khabar Odisha:Nation-From-July-1-10-big-changes-will-come-in-your-life-from-banking-services-to-cars-will-be-expensive

ନୂଆଦିଲ୍ଲୀ, ଜୁନ ୩୦ (ଖବର ଓଡ଼ିଶା): କୋଭିଡ ସମୟରେ ଦରଦାମ ବୃଦ୍ଧି ଲୋକଙ୍କୁ ବିଚଳିତ କରିଛି । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି । ଏହାରି ମଧ୍ୟରେ ଆସନ୍ତାକାଲି ତଥା ଜୁଲାଇ ୧ ତାରିଖ ଠାରୁ ଠାରୁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିପାର । ରୋଷେଇ ଶାଳ ଠାରୁ କାର କିଣିବା ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ । ତେଣୁ ଦରଦାମ ବୃଦ୍ଧି ହେବା ପୂର୍ବରୁ ନିଜକୁ ପ୍ରସ୍ତୁତ କରିନେବାର ସମୟ ଆସିଛି । 

ଜୁଲାଇରେ କ’ଣ ହେବ ପରିବର୍ତ୍ତନ ଜାଣନ୍ତୁ

-ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଉଠାଇବା ମହଙ୍ଗା ହେବ

-ଏସ୍‌ବିଆଇର ଚେକ ବୁକ୍ ହେବ ମହଙ୍ଗା

-ସିଣ୍ଟିକେଟ ବ୍ୟାଙ୍କର ଆଇଏଫ୍‌ଏସ୍‌ସି କୋଡ ବଦଳିବ

-ଆଇଡିବିଆଇ ବ୍ୟାଙ୍କର ସେବା ଦର ବଢ଼ିବ

-ଅଧିକ ଟିଡିଏସ୍ କଟିବ

-ଛୋଟ ସଂଚୟ ଯୋଜନାର ସୁଧର ଉପରେ ନିଷ୍ପତ୍ତି

-ବଦଳିପାରେ ଏଲପିଜି ସିଲିଣ୍ଡରର ଦର

-ଘରକୁ ଆସିବ ଡ୍ରାଇଭିଂ ଲାଇସେନ୍ସ

-କିଛି କଂପାନୀର କାର ମହଙ୍ଗା ହେବ

 

  • Tags:

Subscribe

National International State Sports Entertainment