ପତ୍ନୀଙ୍କ ଅକଥନୀୟ ନିର୍ଯାତନା ଏବଂ ମାରିଦେବା ଧମକରେ ଅତିଷ୍ଠ ହୋଇ ଜଣେ ଓକିଲ ସ୍ୱାମୀ ଘର ଛାଡ଼ି ନିଖୋଜ ହୋଇଯାଇଛନ୍ତି। Read More >
ଗୋଟିଏ ବିଲେଇ ମନ୍ଦିରରେ ତିନି ଧରି ଶନି ଦେବଙ୍କ ପରିକ୍ରମା କରୁଛି । ଏମିତିକି କେହି ଭକ୍ତ ମଧ୍ୟ ଆସିଲେ ସେ ଡରୁ ନାହିଁ କିମ୍ବା ପଳାଇ ଯାଉ ନାହିଁ । ବରଂ ସେ ନିଜର ପରିକ୍ରମା ଜାରି ରଖୁଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । Read More >
ସାଧାରଣତଃ କହିବାକୁ ଗଲେ ଯଦି କେହି ଅପରାଧ କରେ , ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥାଏ । Read More >
ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ଅଛି | ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ବିଶ୍ୱାସ କରନ୍ତି ନାହିଁ | Read More >
କରୋନା ଭୟରେ ୩ ବର୍ଷ ହେଲା ଘର ଭିତରେ ପୁଅ ସହ ନିଜକୁ ବନ୍ଦ କରି ରଖିଥିଲେ ମହିଳା। ଏପରିକି ନା ନିଜେ ଘର ବାହାରକୁ ଯାଉଥିଲେ, ନା ପୁଅକୁ ଛାଡ଼ୁଥିଲେ। ଏମିତି କି ଘର ଭିତରେ ଗଦାଗଦା ଅଳିଆ ଓ ଆବର୍ଜନା ରହିଥିଲେ ମଧ୍ୟ ଏହାକୁ ୩ ବର୍ଷ ହେଲା ମହିଳା ଜଣଙ୍କ ବାହାରେ ମଧ୍ୟ ଫିଙ୍ଗି ନଥିଲେ। Read More >
ଆମେରିକା ଓ ମେକ୍ସିକୋ ସୀମାନ୍ତବର୍ତ୍ତୀ ଟେକ୍ସସରେ ରହିଛି ଏକ ନିଆରା ସ୍କୁଲ । ଏହି ସ୍କୁଲରେ ଅବିବାହିତା ମା ଓ ସେମାନଙ୍କ ନବଜାତକ ସନ୍ତାନ ମାନଙ୍କୁ ଏକାଠି ରଖି କରାଯାଇଥାଏ ଲାଳନ ପାଳନ । ଏଭଳି ସେବା ଯୋଗାଇଦେଉଥିବା ଏହି ସ୍କୁଲର ନାଁ ହେଉଛି ଲିଙ୍କନ ପାର୍କ ହାଇସ୍କୁଲ । Read More >
ଯଦି ପେଟ୍ରୋଲ-ଡିଜେଲ ଉପରେ GST ଲାଗୁ ହୁଏ, ତେବେ କେତେ କମିବ ଦାମ୍ ? ଏହା ହେଉଛି ସମ୍ପୂର୍ଣ୍ଣ ହିସାବ
ପେଟ୍ରୋଲ କିମ୍ବା ଡିଜେଲରେ ନୁହେଁ, ବରଂ ସୂର୍ଯ୍ୟକିରଣରେ ଚାଲିଥାଏ ଏହି ଆମ୍ବୁଲାନ୍ସ
ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ଝଟ୍କା: ସମ୍ପର୍କୀୟଙ୍କୁ ଠିକା ମିଳିବା ମାମଲାରେ CBI ତଦନ୍ତ ନିର୍ଦ୍ଦେଶ
୪୭ତମ ପ୍ରତିଷ୍ଠା ଦିବସରେ ବିଜେପିର ଶକ୍ତି ପ୍ରଦର୍ଶନ; "ଆଗ ଦେଶ, ପରେ ପାର୍ଟି" ଆଦର୍ଶରେ କାର୍ଯ୍ୟ କରିବାକୁ କର୍ମକର୍ତ୍ତାଙ୍କୁ ଆହ୍ୱାନ