ଲୋକଙ୍କୁ ମିଳିବ ମନୋରଞ୍ଜନ, ସୁନ୍ଦରଗଡ଼ରେ ଖୋଲିଲା ବିଜୁ ପାର୍କ
Khabar Odisha:Biju-Park-Opening-Sundargarh-today

ସୁନ୍ଦରଗଡ଼, ଫେବୃୟାରୀ ୦୫(ଖବର ଓଡ଼ିଶା): ସୁନ୍ଦରଗଡ଼ ବଣେଇ ଉପଖଣ୍ଡର କନ୍ତଯୋଡ଼ି ଠାରେ ନବନିର୍ମିତ ବିଜୁ ପାର୍କକୁ ଆଜି ସୁନ୍ଦରଗଡ଼ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଆସି ଉଦଘାଟନ କରିଛନ୍ତି।

ତାଙ୍କ ସମେତ ସମ୍ମାନିୟ ଅତିଥି ଭାବେ ବଣେଇ ଉପଜିଲ୍ଲାପାଳ ସ୍ୱାଧ୍ୟାଦେବ ସି, ପୂର୍ବତନ ଉପଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଖଣ୍ଡିୟ ବନ ଅଧିକାରୀ ସୁଧାଂଶୁ ଶେଖର ଖୋରା, ରାଉରକେଲା ଆରକ୍ଷୀ ଅଧିକ୍ଷକ ଉମାସଙ୍କର ଦାସ ଏବଂ ବଣାଇ ଉପଖଣ୍ଡ ସ୍ଥିତ ମାଇନିଂଙ୍ଗ କମ୍ପାନୀ ମଧ୍ୟ ଉପସ୍ଥିତ ଥିଲେ।

ପାର୍କ ମଧ୍ୟରେ ଥିବା ୧୦୦ ଫୁଟ ଉଚ୍ଚତା ବିଶିଷ୍ଠ ଖମ୍ବରେ ଜାତୀୟ ପତାକା ଧ୍ଵଜାରୋହଣ କରାଯାଇଛି।

  • Tags:

Subscribe

National International State Sports Entertainment