ଫୁଟବଲ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସିଲଂ ସାଂସଦ ରିକି ଏ.ଜେ. ସିଙ୍ଗକନ୍ ଫୁଟବଲ୍ ଖେଳୁଥିବା ସମୟରେ ଟଳି ପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରୀ ଦଳର ପ୍ରୟାସ ସତ୍ତ୍ୱେ, ସେ କିଛି ସମୟ ପରେ ମୃତ୍ୟୁବରଣ କରିଥିଲେ।
Read More >