ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍ 25/04/2024 Share story: ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । କୋରାପୁଟ ପାଡୁଅ ନିକଟରେ ଏକ ମାଲବାହିନୀ ଟ୍ରେନର ୬ ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଏବଂ ରେଳ ଧାରଣା ଉପରେ ତିନୋଟି ବଗି ଓଲଟି ପଡିଥିବା ଜଣାପଡିଛି । ତେବେ କୋରାପୁଟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ବାହାରିଥିବା ବେଳେ କୋରାପୁଟ କୋତାବାଲାସ ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଥିବା ଜଣାପଡିଛି । train koraput Henilprava Swain, Author, 25/04/2024