ଭୁବନେଶ୍ୱର: ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ଦାନା । ଏହାର ବାହ୍ୟ ବଳୟ ସ୍ଥଳ ଭାଗ ଛୁଇଁ ସାରିଛି । ଏହାର ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକର ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ବାତ୍ୟା ସମୟରେ କିଛି ଅସୁବିଧାରେ ପଡ଼ିଲେ ପ୍ରଶାସନର ସହଯୋଗ ଲୋଡ଼ିବାକୁ ହେଲେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ନମ୍ବର ଏବଂ ହେଲପଲାଇନ ନମ୍ବର ଜାରି କରାଯାଇଛି । ୧୪ଟି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଫୋନ ନମ୍ବର ଜାରି କରାଯାଇଛି ।
କଣ୍ଟ୍ରୋଲ ରୁମ୍ ନମ୍ବର
ବାଲେଶ୍ଵର:- ୦୬୭୮୨-୨୬୨୨୮୬, ୦୬୭୮୨-୨୬୧୦୭୭
ମୟୂରଭଞ୍ଜ:- ୦୬୭୯୨-୨୫୨୭୫୯, ୦୬୭୯୨-୨୫୨୯୪୧
ଭଦ୍ରକ:- ୦୬୭୮୪-୨୫୧୮୮୧
ଯାଜପୁର:- ୦୬୭୨୮-୨୨୨୬୪୮
କେନ୍ଦ୍ରାପଡ଼ା:- ୦୬୭୨୭-୨୩୨୮୦୩
କେନ୍ଦୁଝର:- ୦୬୭୬୬-୨୫୫୪୩୭
ଜଗତ୍ସିଂହପୁର:- ୦୬୭୨୪-୨୨୦୩୬୮
କଟକ:- ୦୬୭୧-୨୫୦୭୮୪୨
ଢେଙ୍କାନାଳ:- ୦୬୭୬୨-୨୨୬୫୦୭, ୦୬୭୬୨-୨୨୧୩୭୬
ଅନୁଗୁଳ:- ୦୬୭୬୪-୨୩୦୯୮୦
ପୁରୀ:- ୦୬୭୫୨-୨୨୩୨୩୭
ଖୋର୍ଦ୍ଧା:- ୦୬୭୫୫-୨୨୦୦୦୨
ଗଞ୍ଜାମ:- ୦୬୮୧୧-୨୬୩୯୭୮
ନୟାଗଡ଼:-୦୬୭୫୩-୨୫୨୯୭୮
ଜରୁରୀ କାଳୀନ ନମ୍ବର
ରାଜ୍ୟ ସରକାର:- ୧୦୭୦
ଏନଡିଆରଏଫ (NDRF):- ୦୧୧-୨୪୩୬୩୨୬୦
ଭାରତୀୟ ପାଣିପାଗ ବିଭାଗ (IMD):- ୦୬୭୪-୨୪୩୧୧୫୫