Des-ଓଡ଼ିଶାର ସମସ୍ତ ଘରୋଇ ସ୍କୁଲ ପାଇଁ ଗଣଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶାବଳୀ। ଏଣିକି ସାର୍ଟିଫିକେଟ୍ ଅଫ୍ ରେକଗ୍ନେସନ୍ (COR) ବିନା କୌଣସି ନୂଆ ଘରୋଇ ବିଦ୍ୟାଳୟ ଖୋଲିପାରିବ ନାହିଁ। ରାଜ୍ୟରେ ଥିବା ପ୍ରାୟ ୨୫୦୦ ବିନା ସିଓଆର୍ ସ୍କୁଲକୁ ନଜରରେ ରଖି ସରକାର ଭିତ୍ତିଭୂମି, ତାଲିମପ୍ରାପ୍ତ ଶିକ୍ଷକ ଏବଂ ନିୟମିତ ଯାଞ୍ଚକୁ ବାଧ୍ୟତାମୂଳକ କରିଛନ୍ତି। ନିୟମ ଉଲ୍ଲଂଘନ କଲେ ସ୍କୁଲ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି।
Read More >