ଗଣତନ୍ତ୍ର ଦିବସରେ ବନ୍ଦ ରହିବ ସବୁ ଆମିଷ ଦୋକାନ। ଦୋକାନୀ ବିକ୍ରି ପାରିବେନି ମାଛ, ମାଂସ ଠାରୁ ଆରମ୍ଭ କରି ଅଣ୍ଡା ପରି କୌଣସି ଆମିଷ ଜାତୀୟ ଜିନିଷ। ସମସ୍ତ ଆମିଷ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି କୋରାପୁଟ ଜିଲ୍ଲା ପ୍ରଶାସନ। ଯଦି କେହି ବ୍ୟବସାୟୀ ଏହି ନିୟମକୁ ଅବମାନନା କରି ଆମିଷ ଦୋକାନ ଖୋଲିବା ସହିତ ବିକ୍ରି କରନ୍ତି ତେବେ ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Read More >