ଭୁବନେଶ୍ୱର: PUCC ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ। ପରିବହନ ସଚିବ ଏବଂ STAକୁ ଜବାବ ତଲବ ମାଗିଛନ୍ତି ହାଇକୋର୍ଟ। ଏମ୍ଭି ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଦାୟର ହୋଇଥିବା ମାମଲାରେ ହାଇକୋର୍ଟ ନୋଟିସ ଦେଇଛି। ୧୫ ଦିନ ମଧ୍ୟରେ ଜବାବ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ବିନା ପ୍ରଦୂଷଣ ଯାଞ୍ଚରେ ଚାଲାଣ କଟାଯିବାକୁ ବିରୋଧ କରି ହାଇକୋର୍ଟରେ ମାମଲା ହୋଇଥିଲା। ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଅଧିକ ପଢନ୍ତୁ: PUCCରେ ଅବ୍ୟବସ୍ଥା ନେଇ ବର୍ଷିଲେ ନବୀନ; କହିଲେ, ପୂର୍ବ ପରିକଳ୍ପନା ନକରି ନିୟମ ଲାଗୁ କରିବା ସରକାରଙ୍କ ବିଫଳତା