ପୁରୀ: ରଥଯାତ୍ରା ପାଇଁ ପୁରୀରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୁପରିଚାଳନା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାରେ ଗାଡ଼ି ରହଣି ସ୍ଥଳ ବା ପାର୍କିଂ ପ୍ଲେସର ବ୍ୟବସ୍ଥା କରାଯାଇଛି । ଦୁଇ ଚକିଆଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ଏବଂ ସାଧାରଣ ଭକ୍ତଙ୍କ ଠାରୁ ଆରମ୍ଭ କରି ଭିଆଇପିଙ୍କ ଗାଡ଼ି କେଉଁଠି ରହିବ ସେଥିପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି ।
Read More >