କଟକ: ଏଣିକି ଭଗବାନଙ୍କୁ ଛାଡ଼ୁ ନାହାଁନ୍ତି ଲୁଟେରା । ସୁନା ଗହଣା ଚୋରି ପରେ ଏବେ ଠାକୁରଙ୍କୁ ବି ନେଉ ଯାଉଛନ୍ତି । କଟକ ଜିଲ୍ଲା ବାଲିଅନ୍ତା ଅନ୍ତର୍ଗତ ବୁଢ଼ାଲୋ ଗ୍ରାମରୁ ଗ୍ରାମଦେବତୀଙ୍କ ମୂର୍ତ୍ତି ଚୋରି ହୋଇଯାଇଛି । ବିଳମ୍ବିତ ରାତିରେ ମା ବୁଢ଼ୀ ଠାକୁରାଣୀଙ୍କ ପ୍ରତିମା ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି ।
Read More >