ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ଏକ ସ୍ଵତନ୍ତ୍ର ଭୂଖଣ୍ଡ । ଏଠାକାର କଳା, ସଂସ୍କୃତି, ପରମ୍ପରା ବେଶ ନିଆରା । ଓଡିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ଭଳି ଏଠାରେ ମଧ୍ୟ ପାଳିତ ହୋଇଥାଏ ବିଭିନ୍ନ ରୁତୁରେ ବିଭିନ୍ନ ପର୍ବ ପର୍ବାଣି। ଏଥିମଧ୍ୟରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ର ରଥଯାତ୍ରା ଅନ୍ୟତମ। ଯାହାର ଇତିହାସର ଫର୍ଦ୍ଦ ଅନେକ ଲମ୍ବା ଓ କିମ୍ବଦନ୍ତୀ ମଧ୍ୟ ବେଶ ନିଆରା। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ପରମ୍ପରା ।
Read More >