ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି ଏସ୍ସି ବିଭାଗ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ଥାନ ପାଇଛନ୍ତି । ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତିଙ୍କ ନାମ ସାମିଲ କରାଯାଇଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ କ୍ରମେ ଉକ୍ତ ପରିଷଦ ଗଠନ ହୋଇଛି ।