ବିଗତ ୧୬ ମାସରେ ୭ ଜଣେ ମୁଖ୍ୟ ଯନ୍ତ୍ରୀ, ୫ ଜଣ ତହସିଲଦାର, ୪ ଜଣ ବିଡିଓ, ୧୦ ଜଣ ପୋଲିସ ଅଧିକାରୀ, ଜଣେ ଡିଏଫ୍ଓ ଧରାପଡ଼ିଛନ୍ତି । ଦୁର୍ନୀତି ନିବାରଣ ପାଇଁ ଯାହା ଆବଶ୍ୟକ ସବୁ କିଛି ସରକାର ଯୋଗାଇ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
Read More >