ରାୟଗଡା: ମାଓବାଦୀଙ୍କ ପାଇଁ ଦିଆଯାଇଥିବା କଣ୍ଟ ପୂରିଛି । ଆଉ ମାଓ ମୁକ୍ତ ହୋଇଛି ରାୟଗଡ଼ା ଜିଲ୍ଲା । ଜିଲ୍ଲାରେ ମାଓବାଦୀଙ୍କ ଚଳପ୍ରଚଳ ନାହିଁ। ଆଣ୍ଟି ନକ୍ସଲ ଅପରେସନ ବେଳେ ରାୟଗଡା ଜିଲ୍ଲାର ବିଭିନ୍ନ ସୀମାନ୍ତରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସ୍ୱାଥୀ ଏସ୍.କୁମାର ।
Read More >