ଭୁବନେଶ୍ଵର: ଭୁବନେଶ୍ୱର ନୟାପଲ୍ଲୀ ଥାନା ବେହେରା ସାହିରେ ବନ୍ଧୁକ ମୁନରେ ଯୁବତୀଙ୍କୁ ଅସଦାଚରଣ କରିବା ମାମଲାରେ ରାଜ୍ୟ ମହିଳା କମିଶନ ହସ୍ତକ୍ଷେପ କରିଛି । ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛି । ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Read More >