ଯୋଗାଯୋଗ, ଶିକ୍ଷା ଏବଂ ବୃତ୍ତିଗତ ଜୀବନରେ ଟାଇପିଂ ଦକ୍ଷତାର ଲୋକଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଜାନୁଆରୀ ୮ ତାରିଖକୁ ବିଶ୍ୱ ଟାଇପିଂ ଦିବସ ରୂପେ ପାଳନ କରାଯାଏ। ଇମେଲ୍ ଏବଂ କୋଡିଂ ଠାରୁ ବିଷୟବସ୍ତୁ ସୃଷ୍ଟି ଏବଂ ଅନଲାଇନ୍ ଶିକ୍ଷା ଆଦି ଟାଇପିଂ ଉପରେ ନିର୍ଭର। ତେଣୁ ଡିଜିଟାଲ୍ ଯୁଗରେ ଟାଇପିଂ କିପରି ଏକ ଅତ୍ୟାବଶ୍ୟକ ସେ ବିଷୟରେ ଏହା ସଚେତନ ସୃଷ୍ଟି କରିଥାଏ। ଏହିଦିବସକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେଶ ଧୂମଧାମରେ ପାଳନ କରିଥାନ୍ତି।
Read More >