ଅସହ୍ୟ ହେଲା ତାତି, କଲବଲ ହେଲେଣି ରାଜ୍ୟବାସୀ। ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ତାପମାତ୍ରା। ଯାହାଫଳରେ ରାଜ୍ୟବାସୀ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେବା ସହ ଘରୁ ବାହାରକୁ ବାହାରିବାକୁ ବି ଡରୁଛନ୍ତି। ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ତାତି ଅନୁଭୂତ ହେଉଛି। ତେବେ ତାପମାତ୍ରା ପୂର୍ବ ଅପେକ୍ଷା ୩ରୁ ୫ ଡିଗ୍ରୀ ବଢିପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର।
Read More >