ଭୁବନେଶ୍ୱର: କୌଣସି ସରକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଇଂରାଜୀ ନୂତନ ବର୍ଷ ପାଳନ ହେବ ନାହିଁ । ନୂଆ ବର୍ଷରେ କେହି ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁରୋଧ କରିଛନ୍ତି । Read More >
ସମ୍ବଲପୁର: ରେଢ଼ାଖୋଲ ବାଇପାସ୍ ରୋଡ୍ ନିର୍ମାଣ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖିଛନ୍ତି । Read More >
ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ନୂତନ ବର୍ଷରେ ସଂଘର୍ଷରେ ପରିଣତ ହୋଇପାରେ । ଆମେରିକାର ଥିଙ୍କ୍ ଟ୍ୟାଙ୍କ୍ ଏହି ଚେତାବନୀ ଦେଇଛି । ଏହା ବ୍ୟତୀତ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ମଧ୍ୟ ପୂର୍ବାନୁମାନ କରାଯାଇଛି । Read More >
chife-minister-mohan-majhi-distributed-1543-employment-letters Read More >
ପୁରୀ: ଆଉ ଗୋଟିଏ ଦିନ ପରେ ନୂତନ ବର୍ଷ ପାଦ ଥାପିବ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଏସପି ପ୍ରତୀକ ସିଂହ କହିଛନ୍ତି । Read More >
କଟକ: ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡ଼ିଥିବା ଗାୟିକା ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେହିପରି ଗାୟକ ସୋମେଶ ଶତପଥୀ ମଧ୍ୟ ହାଇକୋର୍ଟ ଯାଇଛନ୍ତି । ଉଭୟ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । Read More >
ଆଜି ପବିତ୍ର ଶାମ୍ବଦଶମୀ ।ଆଜିର ଦିନରେ ପରିବାର ଓ ସନ୍ତାନଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରାଯାଇଥାଏ । ଏନେଇ ପବିତ୍ର ଶାମ୍ବଦଶମୀରେ ସୂର୍ଯ୍ୟ ପୂଜା କରିବା ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ କୋଣାର୍କ ଅନନ୍ତ ଅବଧୂତ ମଠରୁ ଏକ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ଯାତ୍ରା କରିଥାଏ l Read More >
vigilance-unearths-massive-cash-haul-gold-and-prime-properties-linked-to-barang-addl-tahasildar Read More >
customs-department-seized-marijuana-from-bhubaneswar-airport Read More >
Nandankanan will be world class zoo; cost 120 crores Read More >
ଡିସେମ୍ବର ୩୧ ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜିଉ । ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଛତିଶାନିଯୋଗ ଓ ନୀତି ସବକମିଟି ବୈଠକର ଅନୁମୋଦିତ ନୀତି ନିଷ୍ପତ୍ତି ଅନୁସାରେ ହେବ । Read More >
କଟକ/କେନ୍ଦୁଝର: ଆଜି ଗୋଟିଏ ଦିନରେ ଦୁଇ ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକର ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଏବଂ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । Read More >
ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ରେଢ଼ାଖୋଲ ବାଇପାସ୍ ରୋଡ୍ ନିର୍ମାଣ ପାଇଁ କଲେ ଅନୁରୋଧ
‘ଥିଙ୍କ୍ ଟ୍ୟାଙ୍କ୍’ର ଚେତାବନୀ: ନୂତନ ବର୍ଷରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ଭାବନା
ଆଶାୟୀଙ୍କୁ ଚାକିରି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ; ୧୧ଟି ବିଭାଗର ୧୫୪୩ଜଣଙ୍କୁ ମିଳିଲା ନିଯୁକ୍ତି
କୁହୁଡ଼ି ପାଇଁ ବାତିଲ ହେଉଛି ବିମାନ, ନିର୍ଦ୍ଦେଶନାମା ଜାରି କଲା ବେସାମରିକ ମନ୍ତ୍ରଣାଳୟ