କଟକ : ବିଏମ୍ସି ଓ ସିଏମ୍ସି କମିଶନରଙ୍କୁ ହାଇକୋର୍ଟଙ୍କ ତାଗିଦ। ଜବରଦଖଲ ଛଚ୍ଛେଦ ପାଇଁ ୧୫ ଦିନର ନୋଟିସ୍ ଦେବାକୁ ନିର୍ଦ୍ଦେଶ। ବିନା ନୋଟିସ୍ରେ ଉଭୟ ସହରାଞ୍ଚଳରେ ହୋଇପାରିବନି ଉଚ୍ଛେଦ। ଉଚ୍ଛେଦ ବେଳେ ପୌର ନିଗମ ଆଇନ ପାଳନକୁ ହାଇକୋର୍ଟଙ୍କ ଗୁରୁତ୍ୱ ଦିଆଯାଇଛି।
ବୁଧବାର ଶୁଣାଣି ଦିନ ଉଭୟ ବିଏମସି ଏବଂ ସିଏମସି କମିଶନର ଭର୍ଚୁଆଲରେ ହାଜର ହୋଇଥିଲେ । ଡାକବାଜି ଯନ୍ତ୍ରରେ ପ୍ରଚାର ଉଚ୍ଛେଦକୁ ବିରୋଧ କରି ହୋଇଥିଲା ମାମଲା ଦାୟର ହୋଇଥିଲା। ତେବେ ଫେବୃଆରୀ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି।