210-people-have-died-from-electrocution-in-three-years Read More >
କଟକ: ରାଜ୍ୟସଭା ନିର୍ବାଚନ ବେଳେ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହା ସମ୍ପୂର୍ଣ୍ଣ ଠିକ୍ ଅଛି । କଟକକୁ କିଏ କଳଙ୍କିତ କରୁଛନ୍ତି, ତାହା ସମସ୍ତେ ଜାଣନ୍ତି । ସେଥିରେ ଆଉ ଆଲୋଚନା କରିବାର କିଛି ଆବଶ୍ୟକତା ନାହିଁ କହିଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । Read More >
Law Minister targets opposition during lockdown; says Rs 12 crore revenue lost due to opposition's ruckus Read More >
heat-intensifies-across-odisha-temperature-to-rise-by-2-4c-in-next-3-days Read More >
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବିଜୁ-ନବୀନ ଟ୍ରଷ୍ଟର ବେନାମୀ ପୋଷ୍ଟର ଲାଗିଛି । କାହା ସ୍ୱାର୍ଥରେ ବିଜୁ-ନବୀନ ଟ୍ରଷ୍ଟ ହୋଇଛି ତାହାର ଜବାବ ଦେବାକୁ ନବୀନଙ୍କୁ କୁହାଯାଇଛି । ଯେଉଁଥିପାଇଁ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । Read More >
balasore-police-on-alert-ahead-of-sri-ram-navami-celebrations-20-platoon-forces-to-be-deployed Read More >
ମାଲକାନଗିରି: ବିଭିନ୍ନ ଦାବି ନେଇ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ଜିଲ୍ଲାରେ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । Read More >
2-plus-two-account-view-exam-results-in-may Read More >
ଭୁବନେଶ୍ୱର: ଏସସିବି ଘଟଣାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କଳା ଟି-ସାର୍ଟ ପିନ୍ଧି ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି । Read More >
ଭଦ୍ରକ: ପବିତ୍ର ରାମନବମୀ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭଦ୍ରକ । ପ୍ରଭୁ ଶ୍ରୀରାମଙ୍କ ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି । ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀରାମ ନବମୀ । କିନ୍ତୁ ଏହା ପୂର୍ବରୁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ଆଜି ଗୋଟିଏ ଦିନ ପାଇଁ ଡ୍ରାଏ ଡେ ଘୋଷଣା କରାଯାଇଛି । ଅର୍ଥାତ ଆଜି ବ୍ଲକର କୌଣସି ମଦ କାଉଣ୍ଟରରେ ବିକ୍ରି ହୋଇପାରିବ ନାହିଁ । Read More >
vigilance-unearths-rs-28-7-lakh-cash-from-rde-auditor-during-raid-in-bribery-case Read More >
ଖୋଲିବ ରତ୍ନଭଣ୍ଡାର, ଚିହ୍ନଟ ହେବ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ । ୪୮ ବର୍ଷ ପରେ ହେବ ରତ୍ନଭଣ୍ଡାର ଗଣତି । ମାହେନ୍ଦ୍ର ବେଳାରେ ଖୋଲିବ ସିନ୍ଦୁକ । ଆଜି ମହାପ୍ରଭୁଙ୍କ ଅମୂଲ୍ୟ ରତ୍ନଭଣ୍ଡାର ସବୁ ଅଳଙ୍କାରର ହେବ ଗଣତିମଣତି । Read More >
ରାଜ୍ୟରେ ୩ ବର୍ଷରେ ବିଦ୍ୟୁତ ଆଘାତରେ ଯାଇଛି ୨୧୦ ଜଣଙ୍କ ଜୀବନ; ୫.୩୭ କୋଟି ସହାୟତା ଦେଇଛନ୍ତି ସରକାର
କଟକକୁ କଏ କଳଙ୍କିତ କରୁଛନ୍ତି, ସମସ୍ତେ ଜାଣନ୍ତି: ସୋଫିଆ ଫିର୍ଦ୍ଦୋସ୍
ଶୂନ୍ୟକାଳରେ ବିରୋଧୀଙ୍କୁ ଆଇନ ମନ୍ତ୍ରୀଙ୍କ କଡ଼ା ଟାର୍ଗେଟ; କହିଲେ, ହଙ୍ଗାମା ଯୋଗୁଁ ନଷ୍ଟ ହେଲାଣି ୧୨ କୋଟି ରାଜସ୍ୱ
KKRରେ ଆଉ କେହି ପିନ୍ଧିବେ ନାହିଁ ରସେଲଙ୍କ ଜର୍ସି ନମ୍ବର ୧୨, ଖାସ୍ ଖେଳାଳିଙ୍କୁ ସମ୍ମାନିତ କଲା ଫ୍ରାଞ୍ଚାଇଜ