144 ଧାରା ଲାଗୁହୋଇଥିବା କାରଣରୁ ଆଜି ପୁରୀ ସହରରେ ଲାଗୁ ହେବ ନାହିଁ ସଟଡାଉନ
Khabar Odisha:Due-to-Section-144-the-shutdown-will-not-take-place-in-Puri-city-today
ପୁରୀ, ଜୁନ ୦୬ (ଖବର ଓଡ଼ିଶା):

ଗତକାଲି ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ସହର ରେ ଧାରା ୧୪୪ ଲାଗୁ ହୋଇଥିବା କାରଣ ରୁ weekend shot down ରେ ଆଜି ଶନିବାର ଦିନ ପୁରୀ ସହରରେ ରେ ସଟଡାଉନ ନିୟମ ଲାଗୁ ହେବନାହିଁ ବୋଲି ପୁରୀ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି I

କିନ୍ତୁ 144 ଧାରା ଲାଗୁ ହୋଇନଥିବା ଗ୍ରାମାଞ୍ଚଳ ରେ କିନ୍ତୁ ସଟଡାଉନ ଶନିବାର ଓ ରବିବାର ଆଦେଶ ଅନୁସାରେ ଲାଗୁ ରହିବ I ପୁରୀ ମ୍ୟୁନିସିପାଲିଟି ମଧ୍ୟ୍ୟ ରେ ଥିବା ସମସ୍ତ ଥାନା ଅଧିକାରୀ ମାନଙ୍କୁ ଆଜି ସହର ରେ ସଟଡାଉନ ନିୟମ ଲାଗୁ ନ କରିବା ପାଇଁ ନିର୍ଦ୍ଧେଶ ଦିଆ ଯାଇଛି I

  • Tags:

Subscribe

National International State Sports Entertainment