ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ ବରଂ ବିଶ୍ୱବ୍ୟାପୀ ତାପମାତ୍ରା ଏକ ଚିନ୍ତାଜନକ ହାରରେ ବୃଦ୍ଧି ପାଉଛି। ଯେଉଁ ସ୍ଥାନଗୁଡ଼ିକରେ ପୂର୍ବରୁ ମଧ୍ୟମ ଜଳବାୟୁ ଥିଲା, ସେଗୁଡ଼ିକ ଏବେ ଯଥେଷ୍ଟ ଅଧିକ ପରିମାଣରେ ରେକର୍ଡ ହେଉଛି। ଯାହା ବ୍ୟାପକ ଚିନ୍ତା ସୃଷ୍ଟି କରୁଛି। ଏପରିକି ସକାଳ ୮ ଟା ହେବା ମାତ୍ରେ ଅସହ୍ୟ ତାତି ଅନୁଭୂତ ହେଉଛି।
Read More >