ଭୁବନେଶ୍ୱର: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଆଦାନୀଙ୍କ ପୁରୀ ଗସ୍ତ ନେଇ କଡ଼ା ସମାଲୋଚନା କରିଥିବାବେଳେ କଂଗ୍ରେସ ପାଇଁ ଆନ୍ଦୋଳନକୁ କୋହଳ କରିଥିବାର ଧନ୍ୟବାଦ ମଧ୍ୟ ଦେଇଛନ୍ତି । ରାହୁଲଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛି ରାଜ୍ୟ ବିଜେପି । ରାହୁଲ ଗାନ୍ଧୀ ଅବାନ୍ତର ଓ ଅବାଞ୍ଛିତ କଥା କୁହନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।
Read More >