ଥରି ଉଠିଲା କୋରାପୁଟ। କେହି କିଛି ବୁଝିବା ଆଗରୁ ପ୍ରାୟ ୧୫ ସେକେଣ୍ଡ୍ ପାଇଁ କୋରାପୁଟବାସୀଙ୍କୁ ଦୋହଲାଇ ଦେଇଥିଲା ଭୂକମ୍ପ। ରାତି ୧୧ଟା ୩୧ ମିନିଟ୍ରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ। ରିକ୍ଟର ସ୍କେଲ୍ ଅନୁସାରେ ୪.୪ ସାନ୍ଦ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଏନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା। ତେବେ ଏହି ଭୂମିକମ୍ପରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି।
Read More >