ପୋଲିସ ବିଭାଗରେ ଅଦଳବଦଳ Cuttack Share story: କଟକ: ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ ହୋଇଛି । ଆସିଷ୍ଟାଣ୍ଟ ସବ୍ ଇନସ୍ପେକ୍ଟରଙ୍କ ବଦଳି କରାଯାଇଛି । ଖାଲି ଥିବା ପଦବୀ ପୂରଣ ଏବଂ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକାକାଳୀନ ୩୭ ଜଣଙ୍କର ବଦଳି କରାଯାଇଛି । ଏ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Swagatika Sahoo, Author, 29-07-2025 7:13PM