ଭୁବନେଶ୍ୱର: ଆବୁଧାବିରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ଭାରତୀୟ ଦୂତାବାସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି । ୟୁଏଇରେ ଆୟୋଜିତ ହେଉଥିବା "ଓଡ଼ିଶା ନିବେଶକ ସମ୍ମିଳନୀ"ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଅର୍ଥ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଶ୍ୱ ସ୍ତରୀୟ କମ୍ପାନୀ ସହିତ ମାରଥନ୍ ବୈଠକ କରିବେ ଏବଂ ପୁଞ୍ଜି ନିବେଶ ପାଇଁ ଆହ୍ୱାନ କରିବେ ।
Read More >