ଭୁବନେଶ୍ୱର: ପାର୍ବଣ ସମୟରେ ପେଶାଦାର ଅପରାଧୀ ଏବଂ ନିଶା କାରବାର ଉପରେ ନଜର ରଖିବାକୁ ଆରମ୍ଭ ହୋଇଥିବା ଅପରେସନ୍ ‘ଦମନ’ ଜାରି ରହିଛି । ୧,୪୪୮ଟି ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯାଇଥିବା ବେଳେ ବିଏନ୍ଏସ୍ଏସ୍ ଧାରା ୧୨୯ ଅନୁଯାୟୀ ୧,୦୧୨ ଜଣଙ୍କ ବିରୋଧରେ ପ୍ରୋସିଡିଂ ଦାଖଲ କରାଯାଇଛି। ଏ ନେଇ ଆରକ୍ଷୀ ମହାନିର୍ଦେଶକ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।
Read More >