ଫୁଲବାଣୀ: ଝିମିଟି ଖେଳରୁ ମହାଭାରତ । ଛୋଟ ପିଲାଙ୍କ କଳିରେ ରକ୍ତାକ୍ତ ସଂଘର୍ଷ, ଗଡ଼ିଛି ମୁଣ୍ଡ । ପିଲାଙ୍କ ମଧ୍ୟରେ ସାମାନ୍ୟ କଳହକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ପଞ୍ଚାୟତର ଦଡମାସ୍କା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।
Read More >