ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌର ପରିଷଦ ଅଧିନସ୍ଥ 14 ନମ୍ବର ୱାଡ଼ ଅନ୍ତର୍ଗତ ସଞ୍ଜୟ ଗାନ୍ଧୀ କଲୋନୀର ବସ୍ତି ବାସିନ୍ଦାମାନେ ମୌଳିକ ସୁବିଧା ଓ ଭୂମି ଅଧିକାର ପ୍ରମାଣପତ୍ର ପାଇଁ ଦାବି କରି ଗତ 4 ଦିନ ହେବ ଆମରଣ ଅନଶନରେ ବସିଛନ୍ତି।ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନର ମୁଖ୍ୟ ଦାବି ହେଉଛି ବସ୍ତିରେ ରହୁଥିବା ଲୋକମାନେ ଯେଉଁଠି ବର୍ତ୍ତମାନ ରହୁଛନ୍ତି, ସେଠାରେ ମୌଳିକ ସୁବିଧା ସହ ସ୍ଥାୟୀ ଭୂମି ଅଧିକାର ପ୍ରମାଣପତ୍ର ଦିଆଯାଉ ବୋଲି ଅନଶନାକରୀଦାବି କରିଛନ୍ତି ।
Read More >