ସରିଲା ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ, ନିର୍ଦ୍ୱନ୍ଦରେ ପ୍ରଣବ ପ୍ରକାଶ ଦାସ ହେଲେ ଓସିଏ ସଭାପତି
Khabar Odisha:Nominations-filed-for-OCA-elections-Pranab-Prakash-Das-becomes-OCA-president-unopposed
ଭୁବନେଶ୍ୱର, ଅକ୍ଟୋବର ୨୧(ଖବର ଓଡିଶା):

ଓସିଏ ନିର୍ବାଚନ ପାଇଁ ସରିଲା ନାମାଙ୍କନ ଦାଖଲ । ସଭାପତି ପଦ ପାଇଁ ପ୍ରଣବ ପ୍ରକାଶ ଦାସ ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ କରିଛନ୍ତି ନାମାଙ୍କନପତ୍ର । ଏକମାତ୍ର ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । 

ମାତ୍ର ଔପଚାରିକ ଘୋଷଣା ବାକି ରହିଥିବାବେଳେ ସଭାପତି ଆସନରେ ଅଳଙ୍କୃତ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ  । ସେହିପରି ସଂପାଦକ ଭାବେ ସଞ୍ଜୟ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ପ୍ୟାନେଲରେ ପ୍ରଣବଙ୍କ ସମେତ ୬ ଜଣ ସଦସ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । 

  • Tags:

Subscribe

National International State Sports Entertainment