ଉତ୍ତର ପ୍ରଦେଶର ଫିରୋଜାବାଦରେ ରବିବାର ଦିନ ଦାଣ୍ଡିଆମାଇ ଗାଁର ସ୍କୁଲରେ ସମାଜବାଦୀ ପାର୍ଟି ପଛୁଆ, ଦଳିତ ଏବଂ ସଂଖ୍ୟାଲଘୁ (ପିଡିଏ) ସ୍କୁଲ ଆୟୋଜନ କରିଥିଲା। ଜିଲ୍ଲା ସଭାପତି ଏକ କଠୋର ଭାଷଣ ଦେଇ କହିଥିଲେ, ମୁଁ ହିନ୍ଦୁ ନୁହେଁ, ମୁଁ ଜଣେ ଯାଦବ। Read More >
ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ଏକ ବିବାଦୀୟ ବୟାନ ଜାରି କରି କହିଛନ୍ତି, ଆମେ କଶ୍ମୀରରେ ହିନ୍ଦୁତ୍ୱକୁ ପ୍ରଚଳନ କରିବାକୁ ଦେବୁ ନାହିଁ। ତୁମେ ଆମକୁ ଭାରତ ମାତା କି ଜୟ ଏବଂ ଜୟ ଶ୍ରୀ ରାମ ନାରା ଦେବାକୁ ବାଧ୍ୟ କରିପାରିବ ନାହିଁ। ବିଜେପି ଏବଂ ବଜରଙ୍ଗ ଦଳ ସମେତ ଅନେକ ସଂଗଠନ ଇଲତିଜାଙ୍କ ବୟାନର କଡ଼ା ବିରୋଧ କରିଥିଲେ। Read More >
କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ଟିଏମସିକୁ ବଡ ଝଟକା ଲାଗିଛି । ଟିଏମସିର ରାଜ୍ୟସଭା ସାଂସଦ ବେନଜୀର ନୁର ଶନିବାର କଂଗ୍ରେସରେ Read More >
ଭୁବନେଶ୍ୱର: ନୂତନ ବର୍ଷ ଆରମ୍ଭରୁ ବିଜୁ ଜନତା ଦଳର ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ସରଗରମ ହୋଇଛି । ଓଡ଼ିଶାବାସୀ ଯାହାକୁ ବାଛିବେ ସେ ହିଁ ଓଡ଼ିଶାର ସ୍ୱାର୍ଥ ଜଗିବ । ନବୀନ ବାବୁ ନିଜେ କହିଛନ୍ତି ଓଡ଼ିଶାବାସୀ ଉତ୍ତରାଧିକାରୀ ବାଛିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବରିଷ୍ଠ ନେତା ଅଶୋକ ପଣ୍ଡା । Read More >
କୋଲକାତା: ୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବ । ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ପରେ ଦୁଇ ତୃତୀୟାଂଶ ବହୁମତ ସହ ବିଜେପି ସରକାର ଗଢ଼ିବ ବୋଲି ବଙ୍ଗଳା ମାଟିରୁ ଦୃଢ଼ତାର ସହ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି । Read More >
ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଦଳର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ୪ ସାଧାରଣ ସଂପାଦକ ଓ ସଂଗଠନ ସଂପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି । Read More >
କଟକ: ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତା ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । କଟକ ଜିଲ୍ଲାରେ ବାହାର ନେତାଙ୍କୁ ଦାୟିତ୍ୱ ଦେବା ଏବଂ ଅନେକ ଆଗ ଧାଡ଼ିର ଯୁବ ଏବଂ ଛାତ୍ର ନେତାଙ୍କ ନାଁ କାଟିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିସିଜେଡ଼ି ଉପ ସଭାପତି ସୁମନ ବେହେରା । Read More >
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏକ ବଡ଼ ସମୀକରଣର ପରିବର୍ତ୍ତନ ହେବାର ଦେଖିବାକୁ ମିଳିଛି । ଏକ ନଗରନିଗମ ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ତାଙ୍କ ଦାଦା ଶରଦ ପାୱାର ପୁଣି ଥରେ ଗୋଟିଏ ମଞ୍ଚରେ ବସିଛନ୍ତି । Read More >
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଭିବି ଜି-ରାମ-ଜି ଯୋଜନା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ଶନିବାର ବସିଥିବା କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । Read More >
ନୂଆଦିଲ୍ଲୀ: କଂଗ୍ରେସର ଅନେକ ନେତା ମଝିରେ ମଝିରେ ବିଜେପି ଏବଂ ମୋଦୀ ସରକାର ପ୍ରଶଂସାରେ ବାହାରନ୍ତି । ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ୯୦ ଦଶକର ଫଟୋ ସେୟାର କରି ପ୍ରଶଂସା କରିବା ପରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି । Read More >
ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ Read More >
bjd-mp-munna-khan-takes-indirect-shot-at-vk-pandian-warns-of-action-against-two-headed-conspirators Read More >
ନିଲମ୍ବିତ ହେଲେ ସିଆରଆରଆଇ ଥାନା ଆଇଆଇସି ବିଜୟ ବାରିକ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ପୋଲିସ ଡିଜି
ନୂଆବର୍ଷର ପ୍ରଥମ ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ତ୍ୱରିତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ
ଜମ୍ମୁ କାଶ୍ମୀରରୁ ପାକିସ୍ତାନ; ସୁରକ୍ଷା ଏଜେନ୍ସି ସ୍କାନରରେ ୩୦୦ ପଳାୟନକାରୀ, ହାଇ ଆଲର୍ଟରେ ଗୁଇନ୍ଦା ବିଭାଗ
ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ; ୧୨ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ କଲା ୱାଟକୋ ଟିମ୍