tarique-rahman-khaleda-zia-son-bnp-leader-returns-bangladesh-after-17-years Read More >
ବେଙ୍ଗାଲୁରୁ: କର୍ଣ୍ଣାଟକର ସିଦ୍ଧରମୈୟାଙ୍କ ସରକାରେ ମନ୍ତ୍ରୀ ଥିବା ଜମୀର ଅଦମ୍ମଦଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନରେ ଲୋକାୟୁକ୍ତ ଚଢ଼ଉ କରିଛି । ବ୍ୟକ୍ତିଗତ ସଚିବ ସରଫରାଜ ଖାନଙ୍କ କାର୍ୟ୍ୟାଳୟରୁ ୧୪ କୋଟି ଟଙ୍କା ଜବତ ହୋଇଛି । Read More >
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦିଲ୍ଲୀର ଦି କ୍ୟାଥେଡ୍ରାଲ୍ ଚର୍ଚ୍ଚ ଅଫ୍ ଦି ରିଡେମ୍ପସନ୍ରେ ବଡ଼ଦିନ ସକାଳ ସମୂହ ପ୍ରାର୍ଥନାରେ ଯୋଗ ଦେଇଛନ୍ତି । ଏଥିରେ ଦିଲ୍ଲୀ ଏବଂ ଉତ୍ତର ଭାରତର ବହୁ ସଂଖ୍ୟକ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗ ଦେଇଛି । Read More >
ନୂଆଦିଲ୍ଲୀ: ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଆଜି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭବ୍ୟ ""ଜାତୀୟ ପ୍ରେରଣା ସ୍ଥଳ"କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଗୁରୁବାର ଅପରାହ୍ନ ୨ଟା ୩୦ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଏହାକୁ ଲୋକର୍ପିତ କରିବେ । Read More >
ନୂଆଦିଲ୍ଲୀ: ସକାଳୁ ସକାଳୁ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରୁ ଆସିଛି ଦୁଃଖଦ ଖବର । ଗୁରୁବାର ଭୋର ସମୟରେ ଚିତ୍ରଦୁର୍ଗ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍ଲିପର ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଦ୍ୱାରା ବସ୍ଟି ଜଳି ଯାଇଛି । ଆଉ ବସରେ ଥିବା ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । Read More >
ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ଖୁବ ବିବାଦ ଏବଂ ବିତର୍କ ମଧ୍ୟରେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଆରାବଳିରେ ନୂଆ ମାଇନିଙ୍ଗ ଲିଜ ତଥା ଖନନ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । Read More >
ନୂଆଦିଲ୍ଲୀ: ଚୀନ ଯାଇ ପୁଣି ହଟହଟ୍ଟା ହୋଇଛନ୍ତି ଜଣେ ଭାରତୀୟ ନାଗରିକ । ଅରୁଣାଚଳ ପ୍ରଦେଶର ଜଣେ ଟ୍ରାଭେଲ୍ ବ୍ଲଗର୍ ଙ୍କୁ ୧୫ ଘଣ୍ଟା ଅଟକ ରଖାଯାଇଛି । ଏମିତିକି ତାଙ୍କୁ ପାଣି ମଧ୍ୟ ଟିକେ ପିଇବାକୁ ଅନୁମତି ଦିଯାଯାଇନଥିଲା । ଏ ନେଇ ବ୍ଲଗର୍ ଅନନ୍ତ ମିତ୍ତଲ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ଜାରି କରି କହିଛନ୍ତି । Read More >
ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ବଲିଉଡ ଫିଲ୍ମ ଧୂରନ୍ଧର । ଏହାକୁ ନେଇ ଏବେ ନୂଆ ବିବାଦ ଦେଖା ଦେଇଛି । ବଲୋଚ ସଂପ୍ରଦାୟର Read More >
ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିୟନରେ ଭାରତ-ପାକିସ୍ତାନ ସଂପର୍କିତ ଏକ ପ୍ରସ୍ତାବକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ଅଭିଯୋଗ ହୋଇଛି ଯେ, ଅକ୍ସଫୋର୍ଡ ୟୁନିୟନର ପାକିସ୍ତାନୀ ବଂଶୋଦ୍ଭବ ଅଧ୍ୟକ୍ଷ ମୂଷା ହରାଜ ଏକ ବିତର୍କରେ ପାକିସ୍ତାନର ବିଜୟ ହୋଇଥିବା ଦାବି କରିଛନ୍ତି Read More >
କାନାଡାର ଟୋରଣ୍ଟୋରେ ଭାରତୀୟ ନାଗରିକ ହିମାଂଶୀ ଖୁରାନାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ଚାଞ୍ଚଲ୍ୟକର ଘଟଣାରେ ଭାରତୀୟ ଦୂତାବାସ ମଧ୍ୟ ଦୁଃଖ ପ୍ରକାଶ କରିଛି। ଟୋରଣ୍ଟୋ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛି। Read More >
୨୦୨୬ରେ ଉତ୍ତର ପ୍ରଦେଶର ଦଶ ଜଣ ରାଜ୍ୟସଭା ସାଂସଦ ଅବସର ନେବେ। ଏହି ସଦସ୍ୟମାନଙ୍କ ଅବସର ବହୁଜନ ସମାଜ ପାର୍ଟି ଉପରେ ସର୍ବାଧିକ ପ୍ରଭାବ ପକାଇବ। ବର୍ତ୍ତମାନର ରାଜ୍ୟସଭା ନିର୍ବାଚନ ଗତିଶୀଳତା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି। Read More >
ଦେଶରେ ବ୍ୟାପକ ଅଶାନ୍ତି ଏବଂ ଭାରତ ସହିତ ସମ୍ପର୍କ ଅବନତି ମଧ୍ୟରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ୍ ଏବେ ସମ୍ପର୍କ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି। Read More >
ମହୋଦଧିରେ ଭାସିଆସିଲେ ମହାପ୍ରଭୁ; ବିଗ୍ରହ ସମୁଦ୍ରରେ ଭାସୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ହେଲା ଭାଇରାଲ
୧୭ ବର୍ଷ ପରେ ନିଜ ଜନ୍ମଭୂମି ବାଂଲାଦେଶକୁ ଫେରିଲେ ତାରିକ ରେହମାନ; ଢାକା ବିମାନବନ୍ଦରରେ ଲକ୍ଷାଧିକ ସମର୍ଥକଙ୍କ ଭିଡ଼
ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦର ସିଂ ଙ୍କ ବଡ ବୟାନ : ଆଉ କେହି ଆସିଲେ ବିଜେଡି ଦୁଇ ଫାଳ
୧୭ ବର୍ଷ ପ୍ରତୀକ୍ଷାର ଅନ୍ତ, ବାଂଲାଦେଶ ଫେରିଲେ ରେହମାନ, ବିପଦରେ ୟୁନୁସଙ୍କ ଗାଦି ?