ନୂଆଦିଲ୍ଲୀ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସି ସାରିଛି । ବିମାନଟି କେଉଁ ପରିସ୍ଥିତିରେ ଦୁର୍ଘଟଣାର ସମ୍ମୁଖୀନ ହେଲା ଏବଂ ଦୁଇ ପାଇଲଟଙ୍କ ମଧ୍ୟର ସେହି ସମୟରେ କଣ ବାର୍ତ୍ତାଳାପ ହୋଇଥିଲା ତାହା ମଧ୍ୟ ରିପୋର୍ଟରେ କୁହାଯାଇଛି । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ଦିଆଯାଇଥିବା ୧୫ ପୃଷ୍ଠାର ରିପୋର୍ଟକୁ ନେଇ କ୍ଷୁବ୍ଧ ହୋଇଛି ଏୟାରଲାଇନ୍ ପାଇଲଟ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ।
Read More >