ନୂଆଦିଲ୍ଲୀ: ସ୍ୱାମୀର ଋଣ ପାଇଁ ସ୍ତ୍ରୀ ଦାୟୀ ନୁହେଁ । ସ୍ୱାମୀ କରିଥିବା ଋଣ ପାଇଁ ସ୍ତ୍ରୀଠାରୁ ପରିଶୋଧ କରାଇବା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଉପରେ ବର୍ଷି ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ । ତୁରନ୍ତ ସ୍ତ୍ରୀଙ୍କ ଜମା ରାଶିରୁ କଟା ଯାଇଥିବା ଟଙ୍କାକୁ ଫେରସ୍ତ କରିବାକୁ ଖଣ୍ଡପୀଠ ଏସବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ଏସବିଆଇ ଆଚରଣକୁ ବ୍ୟାଙ୍କିଙ୍ଗ୍ ନିୟମାବଳୀର ଉଲ୍ଲଂଘନ ବୋଲି ଦର୍ଶାଇ କଠୋର ଭାବେ ଭର୍ତ୍ସନା କରିଛନ୍ତି । Read More >
କୋଲକାତା: ନନ୍ଦିଗ୍ରାମ ପରେ ରେଜୀନଗରରେ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା ଲାଗିଛି । ରେଜୀନଗର ଉପନିର୍ବାଚନରୁ କଂଗ୍ରେସ ଆଶାୟୀ ପ୍ରାର୍ଥୀ ରବିଉଲ୍ ଆଲମ ଚୌଧୁରୀ ଓହରିଯାଇଛନ୍ତି । ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେଉଥିବାବେଳେ ଦଳ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । Read More >
ମମ୍ବାଇ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେରେ ଜଣେ ବିଟେକ୍ ଦ୍ୱିତୀୟ ବର୍ଷର ଛାତ୍ର ଆତ୍ମହତ୍ୟାକୁ ନେଇ ପ୍ରବଳ ହଙ୍ଗାମା ହେଉଛି । ଛାତ୍ରମାନେ କଲେଜ୍ ପରିସରରେ ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି । Read More >
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର କ୍ରାଇମବ୍ରାଞ୍ଚକୁ ସାଇବର ଠକେଇ ମାମଲାରେ ବଡ଼ ସଫଳତା ମିଳିଛି । ସାରା ଦେଶରେ ସାଇବର୍ ଠକେଇର ଜାଲ ବୁଣିଥିବା ଅପରାଧୀକୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି । ଅପରେସନ୍ ମାଟ୍ରିକ୍ସ ଅଧୀନରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବାଲେଶ୍ୱର ରାଠୋରଙ୍କୁ ଗିରଫ କରିଛି । Read More >
ନିର୍ବାଚନ ଆୟୋଗଙ୍କଠାରୁ ମମତା ବାନାର୍ଜୀ ଗୋଷ୍ଠୀକୁ 'ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ନାମ ଏବଂ 'ଫୁଟବଲ୍ ଖେଳାଳି' ଚିହ୍ନ ମିଳିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀକୁ 'ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ' ଏବଂ 'ଲଫାପା (ଖାମ୍)' ଚିହ୍ନ ମିଳିଛି। Read More >
ଭାରତରେ ଡେଙ୍ଗୁ ମାମଲା ବୃଦ୍ଧି ପାଉଥିବା ବେଳେ ଶୀଘ୍ର ପ୍ରଥମ ଟିକା ଉପଲବ୍ଧ ହେବାକୁ ଯାଉଛି। ଡକ୍ଟର ରେଡ୍ଡୀଜ୍ ଲାବୋରେଟୋରୀଜ୍ ଏବଂ ଜାପାନୀ କମ୍ପାନୀ ଟାକେଡା ଫାର୍ମାସ୍ୟୁଟିକାଲ୍ସ ମଧ୍ୟରେ ଆଣ୍ଟି-ଡେଙ୍ଗୁ ଟିକା 'Qdenga' ଯୋଗାଇଦେବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। Read More >
ନୂଆଦିଲ୍ଲୀ:ପ୍ରସିଦ୍ଧ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ପକ୍ଷରୁ ଅନିଲ ଅମ୍ବାନୀଙ୍କ କମ୍ପାନି 'ରିଲାଏନ୍ସ କ୍ୟାପିଟାଲ୍' ବିରୋଧରେ ଏକ Read More >
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) କେବଳ କ୍ରିକେଟ୍ ପରିଚାଳନା କରୁନାହିଁ, ବରଂ ଦେଶର ରାଜସ୍ୱ ବୃଦ୍ଧିରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ବିସିସିଆଇ ସଚିବ Read More >
ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ଥଲାପତି ବିଜୟ ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ଏକ ଅନନ୍ୟ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି Read More >
ନୂଆଦିଲ୍ଲୀ:ତୃଣମୂଳ କଂଗ୍ରେସ (TMC) ନାମ ଏବଂ ଏହାର ପାରମ୍ପରିକ 'ଜୋଡ଼ା ଫୁଲ' ପ୍ରତୀକ ଚିହ୍ନକୁ ଫ୍ରିଜ୍ କରିବା ନେଇ ନିର୍ବାଚନ ଆୟୋଗ (ECI) ନେଇଥିବା ନିଷ୍ପତ୍ତି ବିରୋଧରେ ପଶ୍ଚିମବଙ୍ଗର ପୂର୍ବତନ Read More >
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ ଟିଏମସି (TMC) ପକ୍ଷରୁ ଘୋଷିତ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିଜର ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି, ଯାହା ମମତା ଗୋଷ୍ଠୀ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। Read More >
ମହାରାଷ୍ଟ୍ର FDA ଗୁଣବତ୍ତା ପରୀକ୍ଷାରେ ଫେଲ୍ ହୋଇଥିବା ପାରାସିଟାମୋଲ 500mg ଏବଂ ଟେଲମିସାର୍ଟନ 40mg ବ୍ୟାଚ୍ର ବଣ୍ଟନ ରୋକିବାକୁ ଏବଂ ଷ୍ଟକ୍ ଫେରସ୍ତ ନେବାକୁ ନିର୍ଦ୍ଦେଶ ଦେଇଛି। Read More >
ସ୍ୱାମୀ କରିଥିବା ଋଣ ପାଇଁ ସ୍ତ୍ରୀ ଦାୟୀ ନୁହେଁ: ଆହ୍ଲାବାଦ ହାଇକୋର୍ଟ
IIT ବମ୍ବେ ଛାତ୍ର ଆତ୍ମହତ୍ୟା ପରେ ହଙ୍ଗାମା, ପରୀକ୍ଷାରେ AIର କରୁଥିଲେ ବ୍ୟବହାର
ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ଆଶଙ୍କା; ୨୨ ସୁଦ୍ଧା ଡିପ୍ରେସନ୍ ହେବାର ସମ୍ଭାବନା, ନଜରରେ ଓଡ଼ିଶା ଉପକୂଳ
Asian Games 2026: ଉଦଘାଟନ ପୂର୍ବରୁ ଧ୍ୱଜାବାହାକ ଦାୟିତ୍ୱରୁ ହଟିଲେ ତଜିନ୍ଦରପାଲ