ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ଯୁଦ୍ଧ ସାଇରନ୍ ବାଜିଛି। ଚଣ୍ଡିଗଡ଼ରେ ଶତ୍ରୁପକ୍ଷର ଡ୍ରୋନ୍ ଆକ୍ରମଣ ଆଶଙ୍କା ଥିବାରୁ ସମସ୍ତଙ୍କୁ ପୂର୍ବରୁ ସଚତେନ କରାଯାଇଛି। ଡେପୁଟି କମିଶନର ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହିତ ଘରର ବାଲକୋନୀରୁ ଦୂରେଇ ରହିବା ଓ ଘରର ଝରକା କବାଟ ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ।
Read More >