ମହାକୁମ୍ଭରେ ଚର୍ଚ୍ଚାରେ ରହିଥିବା ହରିୟାଣାର IITian ବାବା ଅଭୟ ସିଂହ ଦୀର୍ଘ ସମୟ ପରେ ନିଜ ପୈତୃକ ସ୍ଥାନ ଝଜ୍ଜରରେ ପହଞ୍ଚିଛନ୍ତି। କିନ୍ତୁ ଏହି ସମୟରେ ସେ ଏକା ଆସିନାହାନ୍ତି, ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଆପଣ ଠିକ ପଢିଛନ୍ତି,IITian ବାବା ଅଭୟ ସିଂହ ବିବାହ କରିଛନ୍ତି। ମହାକୁମ୍ଭରେ ଚର୍ଚ୍ଚାରେ ରହିଥିବା ହରିୟାଣାର IITian ବାବା ଅଭୟ ସିଂହ ଦୀର୍ଘ ସମୟ ପରେ ନିଜ ପୈତୃକ ସ୍ଥାନ ଝଜ୍ଜରରେ ପହଞ୍ଚିଛନ୍ତି। କିନ୍ତୁ ଏହି ସମୟରେ ସେ ଏକା ଆସିନାହାନ୍ତି, ତାଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ। ଆପଣ ଠିକ ପଢିଛନ୍ତି,IITian ବାବା ଅଭୟ ସିଂହ ବିବାହ କରିଛନ୍ତି।
Read More >