କରୋନା ଆତଙ୍କ, ଚଳିତବର୍ଷ ପୂଜା ପାଇବେନି ମୁମ୍ୱାଇର ପ୍ରସିଦ୍ଧ ଲାଲବାଗ ଗଣେଷ
Khabar Odisha:Mumbais-famous-Lal-Bagh-Ganesha-will-not-be-worshiped-this-year
ମୁମ୍ୱାଇ, ଜୁଲାଇ ୦୧ (ଖବର ଓଡ଼ିଶା):

ଚଳିତ ବର୍ଷ ଗଣପତି ପର୍ବରେ(ଗଣେଶ ପୂଜା) କରୋନା ଜୀବାଣୁ ମହାମାରୀର ପ୍ରଭାବ ମଧ୍ୟ ଦୃଶ୍ୟମାନ ହେଉଛି । ମହାରାଷ୍ଟ୍ରର ଅନ୍ୟତମ ପ୍ରସିଦ୍ଧ ଗଣପତି ମଣ୍ଡଳ ଲାଲ ବାଗ ପକ୍ଷରୁ ଏଥର ଗଣପତି ବିସର୍ଜନ ଉତ୍ସବ ପାଳନ କରାଯିବ ନାହିଁ ବୋଲି ଜଣାପଡିଛି । ଏହା ସହ ଗଣପତି ବାପ୍ପାଙ୍କ ପ୍ରତିମୂର୍ତ୍ତି ମଧ୍ୟ ଚଳିତବର୍ଷ ତିଆରି ହେବ ନାହିଁ କିମ୍ବା ପୂଜା କରାଯିବ ନାହିଁ କି ବିସର୍ଜନ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି । କରୋନା ଜୀବାଣୁଠାରୁ ଭୟଙ୍କର ବିପଦ ହେତୁ ଲାଲ ବାଗ ଗଣପତି ମଣ୍ଡଳୀ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

  • Tags:

Subscribe

National International State Sports Entertainment