ଆତଙ୍କବାଦୀଙ୍କ ହିଂସାତ୍ମକ କାର୍ଯ୍ୟ ବଢୁଥିବାବେଳେ ଜାମ୍ମୁ-କାଶ୍ମୀରରେ ଘଟିଛି ଏକ ଅଭାବନୀୟ ଘଟଣା । ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଜଣେ ସରକାରୀ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି । ଯାହାଫଳରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଆତଙ୍କବାଦୀଙ୍କର ଏହି ହତ୍ୟା ପ୍ରଥମ ଘଟଣା ନୁହେଁ ପୂର୍ବରୁ ବହୁ ବାର ଆତଙ୍କବାଦୀମାନେ ଅନେକ ଲୋକଙ୍କ ଉପରେ ଆକ୍ରମଣ କରିବା ସହିତ ସେମାନଙ୍କୁ ହତ୍ୟା କରିଛନ୍ତି । ମୃତ ସରକାରୀ କର୍ମଚାରୀଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ କାମ କରୁଥିବା ଶ୍ରମିକ ଓ ସରକାରୀ କର୍ମଚାରୀମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବା ସୂଚନା ମିଳିଛି । ଏହି ଘଟଣା ପରେ ଜାମ୍ମୁ-କାଶ୍ମୀରରେ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି ।
ଆଗକୁ ପଢ଼ନ୍ତୁ : ଗାଜିପୁର ଡମ୍ପିଂୟାଡରେ ଭୀଷଣ ନିଆଁ : ଦିଲ୍ଲୀ ପୂରା ଧୂଆଁ ମୟ