ନିଜ ଦୈନନ୍ଦିନ ଖାଦ୍ୟରେ ଏହି ସବୁ ସାମିଲ କରନ୍ତୁ ଡାଇବେଟିସ ରୋଗୀ
Khabar Odisha:diabetes-diet-plan-chart-diet-plan-for-lowering-blood-sugar
ଭୁବନେଶ୍ୱର, ଜାନୁଆରୀ 04 (ଖବର ଓଡିଶା) :

ବଦଳୁଥିବା ଜୀବନଶୈଳୀ ଯୋଗୁଁ ମଧୁମେହ ରୋଗ ଅନେକ ଲୋକଙ୍କୁ ଚିନ୍ତାରେ ପକାଉଛି  ।  ମଧୁମେହ ରୋଗୀମାନେ ସେମାନଙ୍କର ଖାଦ୍ୟ ଏବଂ ପାନୀୟ ଠିକ ଠାକ୍ କରିବା ଉଚିତ  ।

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ   । ମଧୁମେହ ରୋଗୀମାନେ ଖାଦ୍ୟରେ ସବୁଜ ପନିପରିବା ଖାଇବା ଉଚିତ୍   ସବୁଜ ଶାଗ ଓ ପନିପରିବା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ   

ମଧୁମେହ ରୋଗୀଙ୍କ ପାଇଁ ଷ୍ଟ୍ରବେରୀ ଗ୍ରହଣ ଅତ୍ୟନ୍ତ ଲାଭଦାୟକ  । ଷ୍ଟ୍ରବେରୀ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିଥାଏ   ମଧୁମେହ ରୋଗୀମାନେ ଖାଦ୍ୟରେ ଡାଲଚିନି ବ୍ୟବହାର କରିବା ଉଚିତ୍    ଡାଲଚିନି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ  

 

  • Tags:

Subscribe

National International State Sports Entertainment