ଉରାଲ ନଦୀରେ ଜଳ ବଢିବା ପରେ କାଜାଖସ୍ତାନର ସହର ଓ ଆଖ ପାଖ ଅଞ୍ଚଳ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କାଜାଖସ୍ତାନରେ ବନ୍ୟା ପରିସ୍ଥିତି ଶେଷଟି ହେବାରୁ ପ୍ରାୟ ୧୧୪,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ବୋଲି ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛନ୍ତି । ଏଥି ସହିତ ମନ୍ତ୍ରଣାଳୟର ମୁଖପାତ୍ର ଏକ ବୈଠକରେ କହିଛନ୍ତି ଯେ ପ୍ରାୟ ୧୩,୫୦୦ ଲୋକ ନିଜ ଘରକୁ ଫେରି ଆସିଛନ୍ତି। ପଶ୍ଚିମ କାଜାଖସ୍ତାନ ଏବଂ ଅତ୍ରରାୟୁ ଅଞ୍ଚଳରେ ଅଧିକ ଜଳ ପ୍ରବାହିତ ହେବ ବୋଲି ଆଶା କରାଛି।
ଅଧିକ ପଢନ୍ତୁ : ଲଗାତାର ବର୍ଷାରେ ଆଫଗାନିସ୍ତାନରେ ବନ୍ୟା, ଗଲାଣି ୩୩ ଜୀବନ