ଫ୍ରାନ୍ସରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି। ଦରଦାମ ବୃଦ୍ଧିକୁ ନେଇ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ଏବେ ହିଂସା ଏବଂ ଲୁଟ୍ପାଟ୍ରେ ପରିଣତ ହୋଇସାରିଛି, ଯାହାଫଳରେ ଲୋକମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼ୁଛି। ଫ୍ରାନ୍ସର ଏହି ସ୍ଥିତି ଉପରେ ଆମେରିକାର କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ, "ପ୍ୟାରିସ୍ ବହୁତ ଶୀଘ୍ର ଏକ ମୁସଲିମ୍ ସହର ବନିଯିବ।" ଏହା ଶୁଣିବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ ଟ୍ରମ୍ପ ଉତ୍ତେଜନାପୂର୍ଣ୍ଣ ସାମାଜିକ ପରିବେଶର ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।
Read More >