ଆମେରିକାର ଦକ୍ଷିଣ ଡକୋଟାରେ ପ୍ଲେନ ଦୁର୍ଘଟଣା, ୯ ମୃତ
Khabar Odisha:international-odisha-9-people-died-in-plane-crash-in-south-dakota-in-united-states-us-media
ନ୍ୟୁୟର୍କ, ଡିସେମ୍ଵର ୦୧ (ଖବର ଓଡିଶା) :

ଆମେରିକାର ସାଉଥ ଡକୋଟାରେ ଏକ ପ୍ଲେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୟୁଏସ୍ ମିଡିଆ ମୁତାବକ, ଏହି ଦୁର୍ଘଟଣାରେ ୯ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ପାଇଲଟ ଏବଂ ୨ ଜଣ ଶିଶୁ ସାମିଲ ଅଛନ୍ତି। ୱାସିଂଟନ୍ ପୋଷ୍ଟ ମୁତାବକ, ଏହି ପ୍ଲେନରେ ୧୨ ଜଣ ଲୋକ ସବାର ଥିଲେ। ପ୍ଲେନଟି ଚେମ୍ଵରଲେନରୁ ଉଡାଣ ଭରି ଇଦାହୋ ମୁଖେ ଯାଉଥିଲା।

Subscribe

National International State Sports Entertainment