ପୃଥିବୀ ପୃଷ୍ଟରୁ ଅନ୍ତରୀକ୍ଷ ଆଉ ଅନ୍ତରୀକ୍ଷରୁ ପୁଣି ପୃଥିବୀ ପୃଷ୍ଠକୁ ପ୍ରତ୍ୟାବର୍ତ୍ତନ, କିଛି ଏମିତି ଥିଲା ୪ ସାଧାରଣ ଲୋକଙ୍କ ‘ସ୍ପେସ୍ ଟୁରିଜିମ୍‌’
Khabar Odisha:Whole-Journey-Of-Mission-Inspiration-4-by-Space-X

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୯(ଖବର ଓଡ଼ିଶା): ପୁଣି ଥରେ ଇତିହାସ ରଚିଛି ଏଲୋନ୍ ମସ୍କଙ୍କ କମ୍ପାନୀ ସ୍ପେସ୍‌-ଏକ୍ସ । ୪ ସାଧାରଣ ଲୋକଙ୍କୁ ନେଇ ପୃଥିବୀରୁ ଅନ୍ତରୀକ୍ଷ ଯାତ୍ରା ସାରି ପୁଣି ପୃଥିବୀକୁ ପତ୍ୟାବର୍ତ୍ତନ କରିଛି ସ୍ପେସ୍ ଏକ୍ସ କମ୍ପାନୀର ମିଶନର ଇନସ୍ପିରେସନ୍‌-୪ ର ଡ୍ରାଗନ୍ କ୍ୟାପସୁଲ ଅନ୍ତରୀକ୍ଷ ଯାନ ।

ଦୁନିଆରେ ପ୍ରଥମ ଥର ପାଇଁ ସାଧାରଣ ଲୋକ ମହାକାଶ ଯାତ୍ରା କରିଛନ୍ତି । ଯାହାକୁ ନେଇ ଏବେ ପୁରା ବିଶ୍ୱରେ ଉଦାହରଣ ସୃଷ୍ଟି କରିପାରିଛି ସ୍ପେସ୍‌-ଏକ୍ସ କମ୍ପାନୀ । ସୁରକ୍ଷିତ ଭାବରେ ୪ ସାଧାରଣ ଲୋକ ମହାକାଶ ଯାତ୍ରା ସାରି ପୃଥିବୀ ଫେରିବା ପରେ ପ୍ରକୃତରେ କେମିତିଥିଲା ତାଙ୍କ ଅନ୍ତରୀକ୍ଷ ଯାତ୍ରା ଜାଣିବା ନେଇ ଲୋକଙ୍କ ମଧ୍ୟରେ ବଢିଛି ଉତ୍କଣ୍ଠା ।

ତେବେ ଲୋକମାନଙ୍କ ଏହି ଉତ୍କଣ୍ଠାକୁ ଦେଖି ମହାକାଶ ଯାତ୍ରା ଶେଷ କରିଥିବା ୪ ଜଣ ନିଜ ନିଜର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି ନିଜ ଅନୂଭୂତି ବଖାଣିବାକୁ ଚେଷ୍ଟା କରିଛନ୍ତି ।

କିଛି ଏମିତି ଥିଲା ସେହି ୪ ସାଧାରଣ ଲୋକଙ୍କ ସ୍ପେସ୍ ଟୁରିଜିମ୍ । ପୃଥିବୀରୁ ଅନ୍ତରୀକ୍ଷ ଆଉ ଅନ୍ତରୀକ୍ଷରୁ ପୁଣି ପୃଥିବୀକୁ ପତ୍ୟବର୍ତ୍ତନ ।

अंतरिक्ष रवाना होने से पहले लोगों का अभिवादन स्वीकारते यात्री। मानव इतिहास के क्रांतिकारी मिशन को देखने के लिए लोगों भीड़ जुटी।

ଅନ୍ତରୀକ୍ଷ ଯିବା ପୂର୍ବର ଦୃଶ୍ୟ, ଲୋକମାନଙ୍କଠାରୁ ଅଭିବାଦନ ଗ୍ରହଣ କରି ଇତିହାସ ରଚିବାକୁ ପ୍ରସ୍ତୁତ ୪ ସାଧାରଣ ଲୋକ ।

मानव इतिहास का यह क्रांतिकारी कदम था, पहली बार चार आम लोगों को अंतरिक्ष यात्रा पर भेजा गया।

ଅନ୍ତରୀକ୍ଷ ଯାତ୍ରା ଆରମ୍ଭ ପୂର୍ବର ଚିତ୍ର

मिशन की शुरुआत 16 सितंबर को हुई थी।

ମହାକାଶ ଅଭିମୁଖେ ଡ୍ରାଗନ୍ କ୍ୟାପସୁଲରେ ୪ ସାଧାରଣ ନାଗରୀକ

कैप्सूल 575 किलोमीटर की ऊंचाई पर पृथ्वी की कक्षा में तीन दिन तक चक्कर लगाता रहा।

ଆରମ୍ଭ ହେଲା ଐତିହାସିକ ଯାତ୍ରା

SpaceX Inspiration4 Launch to Be Livestreamed by Netflix on YouTube: How to  Watch | Technology News

ମହାକାଶରେ ନିଜ ଓଜନ ହରାଇ ପବନରେ ଭାସିବାର ମଜା ନେଇଛନ୍ତି ମିଶନ୍ ଇନସ୍ପିରେସନ୍ କ୍ରିୟୁ

Image

ଅନ୍ତରୀକ୍ଷରେ ପହଞ୍ଚିବା ପରେ ପୃଥିବୀ ପୃଷ୍ଟରେ ଲୋକମାନଙ୍କ ସହ କଥା ହେଉଛନ୍ତି କ୍ରିୟୁ

Image

Image

ଅନ୍ତରୀକ୍ଷରୁ ପୃଥିବୀକୁ ଉପଭୋଗ କରିବାର ସୁନ୍ଦର ଦୃଶ୍ୟ

Image

Image

ମହାକାଶରୁ ପୃଥିବୀର ଫଟୋ ଉଠାଉଛନ୍ତି କ୍ରିୟୁ

SpaceX Inspiration4: How to watch the historic all-civilian launch live  today - CNET

ଆରମ୍ଭ ହେଲା ପତ୍ୟବର୍ତ୍ତନ ଯାତ୍ରା

Image

ପୃଥିବୀ ପୃଷ୍ଟରେ ଡ୍ରାଗନ୍ କ୍ୟାପସୁଲ ର ସଫଳ ଅବତରଣ

  • Tags:

Subscribe

National International State Sports Entertainment