ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଇରାନର କ୍ଷେପଣାସ୍ତ୍ର କ୍ଷମତା ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶେଷ କରି ଭାରତ ମହାସାଗରରେ ଅବସ୍ଥିତ ଆମେରିକା ଏବଂ ବ୍ରିଟେନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟି 'ଡିଏଗୋ ଗାର୍ସିଆ' ଏବେ ଇରାନର ଟାର୍ଗେଟ୍ରେ ଥିବା କୁହାଯାଉଛି। ଇରାନ ପାଖରେ ଏପରି କିଛି 'ଗୁପ୍ତ ଅସ୍ତ୍ର' ବା କ୍ଷେପଣାସ୍ତ୍ର ରହିଛି, ଯାହା ୪୦୦୦ କିଲୋମିଟର ଦୂରରେ ଥିବା ଶତ୍ରୁକୁ ମଧ୍ୟ ସଠିକ୍ ଭାବେ ଆକ୍ରମଣ କରିପାରିବ।
Read More >