ବାଂଲାଦେଶରେ ଗତ ଜୁଲାଇରେ ହୋଇଥିବା ବିଦ୍ରୋହର ଜଣେ ପ୍ରମୁଖ ନେତା ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ସରିଫ ଓସମାନ ହାଦିଙ୍କ ଗୁରୁବାର ରାତିରେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ ସପ୍ତାହରେ ଅଜ୍ଞାତ ଆକ୍ରମଣକାରୀ ହାଦିଙ୍କ ମୁଣ୍ଡରେ ଗୁଳି ମାରିଥିଲେ, ଯାହା ତାଙ୍କୁ ଗୁରୁତର ଆହତ କରିଥିଲା।
Read More >