କରୋନା: ବିଶ୍ୱବ୍ୟାପୀ ୯.୬୫ କୋଟି ଲୋକ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୨୦.୬୩ ଲକ୍ଷକୁ ବୃଦ୍ଧି
Khabar Odisha:International-Corona-virus-death-toll-reaches-2063-lakh-965-crore-people-detected-in-world-wide

ନୂଆଦିଲ୍ଲୀ, ଜାନୁଆରୀ ୨୦ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଲାଗି ବିଶ୍ୱବ୍ୟାପୀ ମୃତ୍ୟୁ ସଂଖ୍ୟା ୨୦ ୬୩ ହଜାର ଲକ୍ଷ ଅତିକ୍ରମ କରିଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୮ ଲକ୍ଷ ୪୭ ଲକ୍ଷ ୬୮ ହଜାର ୨୦୨କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୪ ଲକ୍ଷ ୧୧ ହଜାର ୯୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ  କୋଟିଏ ୪୭ ଲକ୍ଷ ୫୧ ହଜାର ୫୨୧ ଜଣ ସୁସ୍ଥ ହୋଇଥିବା ବେଳେ  ୯୬ ଲକ୍ଷ ୨୨ ହଜାର ୬୨୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୮ ହଜାର ୬୧୩ ଜଣ ଗୁରୁତର ଅଛନ୍ତି ।

କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୬୫ ଲକ୍ଷ ୬୮ ହଜାର ୨୦୨ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୦ ଲକ୍ଷ ୬୩ ହଜାର ୩୭୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬ କୋଟି ୯୨ ଲକ୍ଷ ୮ ହଜାର ୨୬୬ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୨ ଲକ୍ଷ ୯୬ ହଜାର ୫୫୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୨ ହଜାର ୪୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୧କୋଟି ୫ଲକ୍ଷ ୮୧ହଜାର ୮୩୭ସଂକ୍ରମିତ, ୧ଲକ୍ଷ ୫୨ହଜାର ୫୫୬ମୃତ 

ବ୍ରାଜିଲ: ୮୫ ଲକ୍ଷ ୭୫ ହଜାର ୭୪୨ ସଂକ୍ରମିତ, ୨ ଲକ୍ଷ ୧୧ ହଜାର ୫୧୧ ମୃତ

ଋଷିଆ: ୩୬ ଲକ୍ଷ ୧୨ ହଜାର ୮୦୦ ସଂକ୍ରମିତ, ୬୬ ହଜାର ୬୨୩ ମୃତ

ୟୁକେ: ୩୪ ଲକ୍ଷ ୬୬ ହଜାର ୮୪୯ ସଂକ୍ରମିତ, ୯୧ ହଜାର ୪୭୦ ମୃତ 

ଫ୍ରାନ୍ସ: ୨୯ ଲକ୍ଷ ୩୮ ହଜାର ୩୩୩ ସଂକ୍ରମିତ, ୭୧ ହଜାର ୩୪୨ ମୃତ 

ଇଟାଲି: ୨୪ ଲକ୍ଷ ୫୯୮ ସଂକ୍ରମିତ, ୮୩ ହଜାର ୧୫୭ ମୃତ 

ତୁର୍କୀ: ୨୩ ଲକ୍ଷ ୬୪ ହଜାର ୮୦୧ ସଂକ୍ରମିତ, ୨୩ ହଜାର ୪୯୫ ମୃତ

ସ୍ପେନ: ୨୩ ଲକ୍ଷ ୭୦ ହଜାର ୭୪୨ ସଂକ୍ରମିତ, ୫୪ ହଜାର ୧୭୩ ମୃତ 

ଜର୍ମାନୀ: ୨୦ ଲକ୍ଷ ୭୧ ହଜାର ୪୭୩ ସଂକ୍ରମିତ, ୪୯ ହଜାର ୨୪୪ ମୃତ 

କଲମ୍ବିଆ: ୧୯ ଲକ୍ଷ ୩୯ ହଜାର ୭୧ ସଂକ୍ରମିତ, ୪୯ ହଜାର ୪୦୨ ମୃତ

 

  • Tags:

Subscribe

National International State Sports Entertainment