କରୋନା: ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫.୭୮ କୋଟି, ସୁସ୍ଥ ହେଲେ ୪ କୋଟି ୯୩ ହଜାର
Khabar Odisha:International-Corona-virus-death-toll-reaches-1376-lakh-578-crore-people-detected-in-world-wide

ନୂଆଦିଲ୍ଲୀ, ନଭେମ୍ବର ୨୧ (ଖବର ଓଡ଼ିଶା): ବିଶ୍ୱରେ କରୋନା ଭାଇରସ ମହାମାରୀ ଲାଗି ୫ କୋଟି ୭୮ ଲକ୍ଷ ୮୯ ହଜାର ୪୬୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୩ ଲକ୍ଷ ୭୬ ହଜାର ୭୫୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୪ କୋଟି ୯୩ ହଜାର ୭୭୭ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୬୪ ଲକ୍ଷ ୧୮ ହଜାର ୯୨୯ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୨ ହଜାର ୧୯୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

ଆମେରିକାରେ ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୨୨ଲକ୍ଷ ୬୮ ହଜାର ୮୫୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୦ ହଜାର ୨୩୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭୩ ଲକ୍ଷ ୧୨ ହଜାର ୩୧୨ ଜଣ ସୁସ୍ଥ ହୋଇଥିବା ବେଳେ ୪୬ ଲକ୍ଷ ୯୬ ହଜାର ୩୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୨ ହଜାର ୭୬୮ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୯୦ ଲକ୍ଷ ୪ ହଜାର ୩୬୫ ସଂକ୍ରମିତ, ୧ ଲକ୍ଷ ୩୨ ହଜାର ୧୬୨ ମୃତ 

ବ୍ରାଜିଲ: ୬୦ ଲକ୍ଷ ୨୦ ହଜାର ୧୬୪ ସଂକ୍ରମିତ, ୧ ଲକ୍ଷ ୩୨ ହଜାର ୭୪୬ ମୃତ

ଫ୍ରାନ୍ସ: ୨୧ ଲକ୍ଷ ୯ ହଜାର ୧୭୦ ସଂକ୍ରମିତ, ୪୮ ହଜାର ୨୬୫ ମୃତ

ଋଷିଆ: ୨୦ ଲକ୍ଷ ୩୯ ହଜାର ୯୨୬ ସଂକ୍ରମିତ, ୩୫ ହଜାର ୩୧୫ ମୃତ

ସ୍ପେନ: ୧୫ ଲକ୍ଷ ୮୯ ହଜାର ୨୧୯ ସଂକ୍ରମିତ, ୪୨ ହଜାର ୬୧୯ ମୃତ 

ୟୁକେ: ୧୪ ଲକ୍ଷ ୭୩ ହଜାର ୫୦୮ ସଂକ୍ରମିତ, ୫୪ ହଜାର ୨୮୬ ମୃତ

ଆର୍ଜେଣ୍ଟିନା: ୧୩ ଲକ୍ଷ ୫୯ ହଜାର ୫୦୮ ସଂକ୍ରମିତ, ୫୪ ହଜାର ୨୮୬ ମୃତ

ଇଟାଲି: ୧୩ ଲକ୍ଷ ୪୫ ହଜାର ୭୬୭ ସଂକ୍ରମିତ, ୪୮ ହଜାର ୫୬୯ ମୃତ 

କଲମ୍ବିଆ: ୧୨ ଲକ୍ଷ ୩୩ ହଜାର ୪୪୪ ସଂକ୍ରମିତ, ୩୪ ହଜାର ୯୨୯ ମୃତ 

ମେକ୍ସିକୋ: ୧୦ ଲକ୍ଷ ୧୯ ହଜାର ୫୪୩ ସଂକ୍ରମିତ, ୧ ଲକ୍ଷ ୧୦୪ ମୃତ

 

  • Tags:

Subscribe

National International State Sports Entertainment