କୋଭିଡ-୧୯: ବିଶ୍ୱରେ ମୃତକଙ୍କ ସଂଖ୍ୟା ୧୦.୯୬ ଲକ୍ଷକୁ ବୃଦ୍ଧି, ୩.୮୭ କୋଟି ଲୋକ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-1096-lakh-387-crore-people-detected-in-world-wide

ନୂଆଦିଲ୍ଲୀ, ଅକ୍ଟୋବର ୧୫ (ଖବର ଓଡ଼ିଶା): କୋଭିଡ-୧୯ ସଂକ୍ରମଣରେ ବିଶ୍ୱରେ ବୁଧବାର ସକାଳ ସାଢ଼େ ୬ଟା ସୁଦ୍ଧା ୩ କୋଟି ୮୭ ଲକ୍ଷ ୨୯ ହଜାର ୩୬୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୦ ଲକ୍ଷ ୯୬ ହଜାର ୩୨୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୯୧ ଲକ୍ଷ ୧୯ ହଜାର ୨୪୯ ଜଣ ସୁସ୍ଥ ହୋଇଥିବା ବେଳେ ୮୫ ଲକ୍ଷ ୧୩ ହଜାର ୬୦୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୭୦ ହଜାର ୧୩୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୮୧ ଲକ୍ଷ ୪୮ ହଜାର ୯୨୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୨୧ ହଜାର ୮୪୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୫୨ ଲକ୍ଷ ୭୭ ହଜାର ୯୪୮ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଲକ୍ଷ ୪୯ ହଜାର ୧୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୫ ହଜାର ୨୧୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୭୨ ଲକ୍ଷ ୩୯ ହଜାର ୩୮୯ ସଂକ୍ରମିତ, ୧ ଲକ୍ଷ ୧୦ ହଜାର ୫୮୬ ମୃତ 

ବ୍ରାଜିଲ: ୫୧ ଲକ୍ଷ ୪୧ ହଜାର ୪୯୮ ସଂକ୍ରମିତ, ୧ ଲକ୍ଷ ୫୧ ହଜାର ୭୭୯ ମୃତ

ଋଷିଆ: ୧୩ ଲକ୍ଷ ୪୦ ହଜାର ୪୦୯ ସଂକ୍ରମିତ, ୨୩ ହଜାର ୨୦୫ ମୃତ

ସ୍ପେନ: ୯ ଲକ୍ଷ ୩୭ ହଜାର ୩୧୩ ସଂକ୍ରମିତ, ୩୩ ହଜାର ୪୧୩ ମୃତ 

ଆର୍ଜେଣ୍ଟିନା: ୯ ଲକ୍ଷ ୩୧ ହଜାର ୯୬୭ ସଂକ୍ରମିତ, ୨୪ ହଜାର ୯୨୧ ମୃତ

କଲମ୍ବିଆ: ୯ ଲକ୍ଷ ୩୦ ହଜାର ୧୫୯ ସଂକ୍ରମିତ, ୨୮ ହଜାର ୩୦୬ ମୃତ 

ପେରୁ: ୮ ଲକ୍ଷ ୫୬ ହଜାର ୯୫୧ ସଂକ୍ରମିତ, ୩୩ ହଜାର ୫୧୨ ମୃତ

ମେକ୍ସିକୋ: ୮ ଲକ୍ଷ ୨୫ ହଜାର ୩୪୦ ସଂକ୍ରମିତ, ୮୪ ହଜାର ୪୨୦ ମୃତ

ଫ୍ରାନ୍ସ: ୭ ଲକ୍ଷ ୭୯ ହଜାର ୬୩ ସଂକ୍ରମିତ, ୩୩ ହଜାର ୩୭ ମୃତ

ପାକିସ୍ତାନ: ୩ ଲକ୍ଷ ୨୦ ହଜାର ୪୬୭ ସଂକ୍ରମିତ, ୬ ହଜାର ୬୦୧ ମୃତ 

 

  • Tags:

Subscribe

National International State Sports Entertainment